అర్థం : ଦାନା ବା ଘାଆ ରୂପରେ ଶରୀରରେ ଉତ୍ପନ୍ନ ହେବା
							ఉదాహరణ : 
							ଗରମ ଦିନରେ ଶୁଭମ ଦେହରେ ଘିମିରି ଉଠେ
							
ఇతర భాషల్లోకి అనువాదం :
అర్థం : ଗାଈ, ମଈଷି, ଘୋଡ଼ା ଆଦି ଗରମ ହେବା
							ఉదాహరణ : 
							କାଲିଠୁ ଗାଈର ଗରମ ଉଠିଛି
							
ఇతర భాషల్లోకి అనువాదం :
అర్థం : ଖାତାଆଦିରେ ଲେଖିବା
							ఉదాహరణ : 
							ବକେୟା ଧନରାଶି ଆପଣଙ୍କ ଖାତାରେ ଚଢ଼ି ଗଲାଣି  ଭୋଟର ତାଲିକାରେ ଆପଣଙ୍କ ନାଁ ଉଠିଗଲାଣି
							
పర్యాయపదాలు : ଚଢ଼ିଯିବା
ఇతర భాషల్లోకి అనువాదం :
అర్థం : ତଳୁ ଉପର ଆଡ଼କୁ ଯିବା
							ఉదాహరణ : 
							ଜେଜେମା ଏବେ ବି ଭାରିଫୁର୍ତ୍ତିରେ ସିଡ଼ି ଚଢ଼ୁଛନ୍ତି
							
పర్యాయపదాలు : ଆରୋହଣ କରିବା, ଚଢ଼ିବା
ఇతర భాషల్లోకి అనువాదం :
అర్థం : ପଦ,ମର୍ଯ୍ୟାଦା,ବର୍ଗ ଆଦିରେ ବଢ଼ିବା
							ఉదాహరణ : 
							ତାର ପ୍ରଖର ବୁଦ୍ଧି ଯୋଗୁଁ ସେ ଏକାଥରକେ ପଞ୍ଚମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀକୁ ଉଠିଗଲା
							
ఇతర భాషల్లోకి అనువాదం :
पद, मर्यादा, वर्ग आदि में बढ़ना।
अपनी तीक्ष्ण बुद्धि के कारण वह एकदम से पाँचवीं से आठवीं कक्षा में चढ़ गया।అర్థం : ପ୍ରଥମରୁ ଅଧିକ ଉଚ୍ଚ ଯାଏ ପହଞ୍ଚିଥିବା ବିସ୍ତାରର ଏପରି ଏକ ସ୍ଥିତି
							ఉదాహరణ : 
							ବିଦ୍ୟାଳୟର ବିମ୍ ଅଣ୍ଟା ପର୍ଯ୍ୟନ୍ତ ଉଠିସାରିଛି
							
పర్యాయపదాలు : ଉଚ୍ଚା ହେବା
ఇతర భాషల్లోకి అనువాదం :
అర్థం : ଘର ବା କାନ୍ଥ ତିଆରି ହେବା
							ఉదాహరణ : 
							ରାୟପୁରରେ ଆମର ଦୁଇ ମହଲା ଘର ଉଠୁଛି
							
పర్యాయపదాలు : ତିଆରି ହେବା, ବନାହେବା
ఇతర భాషల్లోకి అనువాదం :
అర్థం : ଧ୍ୟାନରେ ଆସିବା ବା ସ୍ମରଣ କରିବା
							ఉదాహరణ : 
							ମୋ ମନରେ ଏହି କଥା ଉଠିଲା କି ଆଜିକାଲି ମୀନା ବିଦ୍ୟାଳୟ କାହିଁକି ଆସୁନି?
							
పర్యాయపదాలు : ଉଇଁଲା, ଉଙ୍କିମାରିବା
ఇతర భాషల్లోకి అనువాదం :
అర్థం : ନିଦରୁ ଉଠିବା
							ఉదాహరణ : 
							ମୁଁ ଆଜି ସକାଳ ସାତଟାରେ ଉଠିଲି
							
పర్యాయపదాలు : ଆଖି ଖୋଲିବା, ଜାଗିବା, ଶୋଇକି ଉଠିବା
ఇతర భాషల్లోకి అనువాదం :