అర్థం : ଖୋଲା ଜାଗାରେ ଉପରଆଡ଼କୁ ଦେଖାଯାଉଥିବା ଖାଲି ସ୍ଥାନ
							ఉదాహరణ : 
							ଆକାଶରେ କଳା ବାଦଲ ଘେରି ରହିଛି  ଚାନ୍ଦିନୀ ରାତିରେ ଆକାଶର ଶୋଭା ଦେଖିବାଯୋଗ୍ୟ
							
పర్యాయపదాలు : ଅମ୍ବର, ଆକାଶ, ଖଗୋଳ, ଗଗନ, ଦ୍ୟୋ, ନଭ, ବ୍ୟୋମ, ମହାଶୂନ୍ୟ
ఇతర భాషల్లోకి అనువాదం :
खुले स्थान में ऊपर की ओर दिखाई देने वाला खाली स्थान।
आकाश में काले बादल छाये हुए हैं।The atmosphere and outer space as viewed from the earth.
skyఅర్థం : ଗଣିତର ଯେଉଁ ସଂଖ୍ୟାକୁ ଯେ କୌଣସି ସଂଖ୍ୟାରେ ଯୋଗକଲେ ବା ବିୟୋଗ କଲେ ସେହି ସଂଖ୍ୟାର ମୂଲ୍ୟ ବଦଳେ ନାହିଁ
							ఉదాహరణ : 
							ଏକ ଆଗରେ ଶୂନ ଲେଖିଲେ ଦଶ ହୁଏ
							
పర్యాయపదాలు : ଶୂନ
ఇతర భాషల్లోకి అనువాదం :
गणित की वह संख्या जिसे किसी संख्या में जोड़ने या घटाने पर उस संख्या का मान नहीं बदलता।
एक के आगे शून्य लिखने पर दस बनता है।అర్థం : କ୍ରିକେଟ୍ ଖେଳରେ ଜଣେ ବ୍ୟାଟ୍ସ୍ ମ୍ୟାନ୍ କୌଣସି ରନ୍ ନକରି ପାଇଥିବା ସ୍କୋର୍
							ఉదాహరణ : 
							ଏହି ଇନିଂସରେ ତାକୁ ଶୂନ୍ୟ ରନ୍ ମିଳିଲା
							
పర్యాయపదాలు : ଡକ୍
ఇతర భాషల్లోకి అనువాదం :
అర్థం : କୌଣସି ବସ୍ତୁ,ଗୁଣ ଆଦିରେ ଶୂନ୍ୟ ବା ହୀନ
							ఉదాహరణ : 
							ବର୍ଷା ଅଭାବରୁ ଏହି ପୋଖରୀ ଜଳ ବିହୀନ ହୋଇଯାଇଛି
							
ఇతర భాషల్లోకి అనువాదం :
అర్థం : ଯାହାର ଭିତର ସ୍ଥାନ ଶୂନ୍ୟ ବା ଭର୍ତ୍ତି ହୋଇନାହିଁ
							ఉదాహరణ : 
							ଭିଖାରୀର ଖାଲିପାତ୍ରରେ ବାଟୋଇ କିଛି ପଇସା ପକେଇ ଦେଲେ
							
ఇతర భాషల్లోకి అనువాదం :
Holding or containing nothing.
An empty glass.