అర్థం : ରୋକିବାର ପ୍ରକ୍ରିୟା
							ఉదాహరణ : 
							ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
							
పర్యాయపదాలు : ଅଟକାଇବା, ଗତିରୋଧ କରିବା, ବନ୍ଦକରିବା
ఇతర భాషల్లోకి అనువాదం :
అర్థం : ଭତ୍ତା ଆଦି ନ ଦେବା
							ఉదాహరణ : 
							ସରକାର ଯାତ୍ରା ଭତ୍ତା ବନ୍ଦକରିଦେଇଛନ୍ତି
							
పర్యాయపదాలు : ବନ୍ଦକରିଦେବା, ରୋକିଦେବା
ఇతర భాషల్లోకి అనువాదం :
అర్థం : ଗତିଶୀଳ ବସ୍ତୁର ଗତି ବନ୍ଦ କରିବା
							ఉదాహరణ : 
							ଗାଡ଼ି ଆଗରେ ହଠାତ କୁକୁରଟେ ଚାଲିଆସିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇଲେ
							
పర్యాయపదాలు : ଅଟକାଇବା
ఇతర భాషల్లోకి అనువాదం :
అర్థం : କଟକଣା ଲଗେଇବା
							ఉదాహరణ : 
							ମାଆ ପୁଅକୁ ଖରାରେ ବାହାରକୁ ଯିବାରୁ ବାରଣକଲେ
							
పర్యాయపదాలు : ଅବରୋଧକରିବା, ବାରଣକରିବା, ମନାକରିବା
ఇతర భాషల్లోకి అనువాదం :
అర్థం : ଚାଲିଆସୁଥିବା କଥା ଆଦିକୁ ବନ୍ଦ କରିବା
							ఉదాహరణ : 
							ରାଜା ରାମ ମୋହନ ରାୟ ସତୀ ପ୍ରଥାକୁ ବନ୍ଦ କଲେ
							
పర్యాయపదాలు : ବନ୍ଦ କରିବା
ఇతర భాషల్లోకి అనువాదం :
అర్థం : ରୋକିବା ବା ବାଧାଦେବା
							ఉదాహరణ : 
							ଡକାୟତମାନେ ମାର୍ଗ ଅବରୋଧ କଲେ
							
పర్యాయపదాలు : ଅଟକେଇବା, ଅବରୋଧକରିବା, ପ୍ରତିରୋଧକରିବା, ବନ୍ଦକରିବା, ରୋଧକରିବା
ఇతర భాషల్లోకి అనువాదం :
అర్థం : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
							ఉదాహరణ : 
							ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
							
ఇతర భాషల్లోకి అనువాదం :