అర్థం : କାହା ସହିତ ଦେଖା କରିବା ବା ଭେଟିବା
							ఉదాహరణ : 
							ସେ ସହରରେ ନିଜ ବନ୍ଧୁବାନ୍ଧବଙ୍କୁ ଭେଟିଲେ
							
పర్యాయపదాలు : ଦେଖାକରିବା, ମିଶିବା, ସାକ୍ଷାତ କରିବା
ఇతర భాషల్లోకి అనువాదం :
किसी से मिलना या भेंट करना।
उसने शहर में अपने संबंधियों से भेंट की।అర్థం : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା
							ఉదాహరణ : 
							ସେ ଜଣେ  ଲୋକ ସଙ୍ଗେ ମିଶୁଛି  ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି
							
పర్యాయపదాలు : ଏକତ୍ର ହେବା, ଦେଖାହେବା, ମିଶିବା, ସଂସର୍ଗରେ ରହିବା, ସଙ୍ଗୀହେବା, ସାକ୍ଷାତ କରିବା
ఇతర భాషల్లోకి అనువాదం :
అర్థం : ସାର୍ବଜନିକ ଉଦ୍ଦେଶ୍ୟ ବା କାର୍ଯ୍ୟପାଇଁ ମିଶିବା
							ఉదాహరణ : 
							ଦେଶର ଉନ୍ନତିପାଇଁ ଆମେ ସବୁ ମିଶିଲୁ
							
పర్యాయపదాలు : ଏକତ୍ରିତ ହେବା, ଏକହେବା, ଏକାଠି ହେବା, ମିଳିବା, ମିଶିବା, ସଂଘବଦ୍ଧ ହେବା
ఇతర భాషల్లోకి అనువాదం :
सार्वजनिक उद्देश्य या कार्य के लिए मिलना।
देश की उन्नति के लिए हम सभी मिलें।