అర్థం : କୌଣସି ଧାତୁକୁ ଆକାର ଦେବା ବା ଉପଯୁକ୍ତ କରିବା ବା ସୁଧାରିବା ବା ଉନ୍ନତ କରିବା
							ఉదాహరణ : 
							ସେ ଲୁହାରେ କିଛି ବିଶେଷ ଉପକରଣ ତିଆରି କରୁଛି
							
పర్యాయపదాలు : କରିବା, ତିଆରି କରିବା, ପ୍ରସ୍ତୁତ କରିବା
ఇతర భాషల్లోకి అనువాదం :
* किसी धातु को आकार देना या उपयुक्त बनाना या सुधारना या उन्नत बनाना।
वह लोहे से कोई विशेष उपकरण बना रहा है।అర్థం : କାଣ୍ଟ-ଛାଣ୍ଟକରି କୌଣସି ପ୍ରକାରରେ ଦରକାରୀ ବସ୍ତୁ ତିଆରି କରିବା
							ఉదాహరణ : 
							ସେ ମାଟିର ମୂର୍ତ୍ତି ତିଆରି କରୁଛି
							
పర్యాయపదాలు : ଆକାର ଦେବା, ଗଢ଼ିବା, ତିଆରି କରିବା, ବନେଇବା, ରୂପ ପ୍ରଦାନ କରିବା, ସର୍ଜନା କରିବା
ఇతర భాషల్లోకి అనువాదం :
అర్థం : ଅସ୍ତିତ୍ୱକୁ ଆଣିବା
							ఉదాహరణ : 
							କୁମ୍ଭାର ମାଠିଆ ଗଢ଼ୁଛି
							
పర్యాయపదాలు : ଗଢ଼ିବା, ତିଆରିକରିବା
ఇతర భాషల్లోకి అనువాదం :
अस्तित्व में लाना।
कुम्हार घड़े बनाता है।అర్థం : ଘର ବା କାନ୍ଥ ଆଦି ତିଆରି କରିବା
							ఉదాహరణ : 
							ମିସ୍ତ୍ରୀ ଓ ଶ୍ରମିକମାନେ ଏବେ କାନ୍ଥ ଉଠାଉଛନ୍ତି
							
పర్యాయపదాలు : ଉଠାଇବା, ତିଆରି କରିବା
ఇతర భాషల్లోకి అనువాదం :