అర్థం : ଚିହ୍ନିପାରିବାର ପ୍ରକ୍ରିୟା ବା ଭାବ
							ఉదాహరణ : 
							ତମ୍ବାକୁ ଚିହ୍ନିବା ପ୍ରସ୍ତର ଯୁଗରୁ ହିଁ ହେଇଯାଇଥିଲା
							
ఇతర భాషల్లోకి అనువాదం :
The process of recognizing something or someone by remembering.
A politician whose recall of names was as remarkable as his recognition of faces.అర్థం : କୌଣସି ବ୍ୟକ୍ତି, ବସ୍ତୁ ଆଦି ସହ ପୂର୍ବରୁ ପରିଚିତ ହେବା
							ఉదాహరణ : 
							ମୁଁ ତାକୁ ଗତ ଦଶ ବର୍ଷ ହେଲା ଜାଣିଛି
							
పర్యాయపదాలు : ଜାଣିବା
ఇతర భాషల్లోకి అనువాదం :
Be familiar or acquainted with a person or an object.
She doesn't know this composer.అర్థం : କୌଣସି ଗୁଣକୁ ଦର୍ଶାଇବା ବା ଯେପରି କଲେ କାହାରି ମହତ୍ତ୍ୱ,ଗୁଣ ଆଦି ପ୍ରକାଶିତ ହୁଏ
							ఉదాహరణ : 
							ବେଶପୋଷାକରୁ ଯେ ମଣିଷକୁ ଚିହ୍ନିବା, ମୁଁ ଏକଥା ମାନିବିନାହିଁ
							
పర్యాయపదాలు : ଜାଣିବା
ఇతర భాషల్లోకి అనువాదం :
* गुण दर्शाना या ऐसा करना कि किसी का महत्त्व, गुण आदि झलके।
मैं नहीं मानता कि कपड़े से आदमी की पहचान होती है।