అర్థం : ଲାଗିଥିବା ବା ଉପର ବସ୍ତୁକୁ ଅଲଗାକରିବା
							ఉదాహరణ : 
							କଂସେଇ ଛେଳିର ଚମଡା ଉତାରୁଛି
							
ఇతర భాషల్లోకి అనువాదం :
Peel off the outer layer of something.
peel offఅర్థం : କୋଷ, ଥଳି ଆଦିରୁ କୌଣସି ବସ୍ତୁକୁ ଜଲ୍ଦି ବା ଏକ ଝଟକାରେ ବାହାରକୁ ବାହାର କରିବା
							ఉదాహరణ : 
							ରାଜା ଖୋଳରୁ ତଲବାର କାଢ଼ିଲେ
							
పర్యాయపదాలు : ବାହାର କରିବା
ఇతర భాషల్లోకి అనువాదం :
Move or pull with a sudden motion.
twitchఅర్థం : କୌଣସି ବାସନ ଭିତରୁ କିଛି ଜିନିଷଆଦି ବାହାର କରିବା
							ఉదాహరణ : 
							ମନିଶ ଛୋଟ ଡେକଚିରୁ ଭାତ ବାହାରକଲା
							
పర్యాయపదాలు : ବାହାର କରିବା
ఇతర భాషల్లోకి అనువాదం :