అర్థం : ଶରୀରରେ ଏକ ପ୍ରକାରର ଶିହରଣ ଅନୁଭୂତ ହେବା
							ఉదాహరణ : 
							ଥଣ୍ଡାରୁ ତାଙ୍କ ଶରୀର କମ୍ପୁଅଛି
							
పర్యాయపదాలు : କମ୍ପିତହେବା, ଥରଥରହେବା, ଥରିବା, ଶିହରୀତହେବା
ఇతర భాషల్లోకి అనువాదం :
शरीर में एक प्रकार की सिहरन महसूस होना।
ठंड के कारण उसका शरीर काँप रहा है।అర్థం : ଭୟଆଦି କାରଣରୁ କମ୍ପିବା
							ఉదాహరణ : 
							ଉଗ୍ରବାଦୀକୁ ଦେଖି ସୋହନର ଶରୀର କମ୍ପିବାରେ ଲାଗିଲା ନିରୀହ ସାଙ୍ଗର ନିର୍ମମ ହତ୍ୟା ଦେଖି ଛୁଆମାନଙ୍କର ଛାତି ଥରି ଉଠିଲା
							
పర్యాయపదాలు : କମ୍ପିତ ହେବା, ଥରି ଉଠିବା, ଥରିବା
ఇతర భాషల్లోకి అనువాదం :
क्रोध, भय आदि के कारण काँपने लगना।
उग्रवादी को देखते ही सोहन का शरीर थरथराने लगा।