అర్థం : କାହାର କୌଣସି ଆକାରରେ ପହଞ୍ଚିବା କ୍ରିୟା ବା ଭାବ
							ఉదాహరణ : 
							ଇଂରେଜମାନଙ୍କ ଭାରତ ଆଗମନର ଉଦ୍ଦେଶ୍ୟ ଥିଲା ବାଣିଜ୍ୟ  ବଜାରରେ ସୁରଙ୍ଗୀ ଫଳର ଆସିବା ଆରମ୍ଭ ହୋଇଛି
							
ఇతర భాషల్లోకి అనువాదం :
అర్థం : କାହାରି ଅନ୍ତର୍ଗତ ହେବା
							ఉదాహరణ : 
							ମାଲକାନଗିରି ଓଡ଼ିଶାରେ ଆସୁଛି  ଏହି କଥା ରାମାୟଣରେ ରହିଛି
							
పర్యాయపదాలు : ରହିବା
ఇతర భాషల్లోకి అనువాదం :
అర్థం : କିଣିବା ପରେ କୌଣସି ବସ୍ତୁକୁ ପ୍ରାପ୍ତ କରିବା
							ఉదాహరణ : 
							ସୋମବାର ଦିନ ଆମର ନୂଆ କାର ଆସିବ
							
ఇతర భాషల్లోకి అనువాదం :
అర్థం : କାଳ ଅଥବା ସମୟର ଆରମ୍ଭ ହେବା
							ఉదాహరణ : 
							ଶ୍ରାବଣ ଆସିଗଲା
							
పర్యాయపదాలు : ଆରମ୍ଭ ହେବା
ఇతర భాషల్లోకి అనువాదం :
Have a beginning, of a temporal event.
WW II began in 1939 when Hitler marched into Poland.అర్థం : ଘଟିବା ବା ଆରମ୍ଭ ହେବା
							ఉదాహరణ : 
							ମୋତେ ନିଦ ଆସୁଛି
							
పర్యాయపదాలు : ଆଗମନ ହେବା, ଆରମ୍ଭ ହେବା, ଉପସ୍ଥିତ ହେବା, ଘଟିବା
ఇతర భాషల్లోకి అనువాదం :
అర్థం : ଭିତରକୁ ଯିବା
							ఉదాహరణ : 
							ସେ ପଢ଼ିବା ପାଇଁ ଅଧ୍ୟୟନ କୋଠରୀରେ ପ୍ରବେଶ କଲା
							
పర్యాయపదాలు : ଉପସ୍ଥିତ ହେବା, ପଶିବା, ପ୍ରବେଶ କରିବା, ଭିତରକୁ ଆସିବା
ఇతర భాషల్లోకి అనువాదం :
किसी निश्चित सीमा, स्थान आदि के अंदर जाना या उसके भीतर आना।
उसने पढ़ने के लिए अध्ययन कक्ष में प्रवेश किया।అర్థం : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା
							ఉదాహరణ : 
							ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା
							
పర్యాయపదాలు : କରଗତ କରିବା, ପାଇବା, ପ୍ରାପ୍ତ କରିବା, ପ୍ରାପ୍ତ ହେବା, ମିଳିବା
ఇతర భాషల్లోకి అనువాదం :
किसी प्रकार अपने अधिकार में या हाथ में आना।
मुझे राम से सौ रुपए प्राप्त हुए।అర్థం : ଗୋଟିଏ ସ୍ଥାନରୁ ଆସି ଅନ୍ୟ ସ୍ଥାନରେ ଉପସ୍ଥିତ ହେବା
							ఉదాహరణ : 
							ଶ୍ୟାମ ଆଜି ଆସିବ  ସେ ଆଜି ହିଁ ଦିଲ୍ଲୀରେ ପହଞ୍ଚିଲା
							
పర్యాయపదాలు : ଆଗମନ କରିବା, ଉପସ୍ଥିତ ହେବା, ପହଞ୍ଚିବା
ఇతర భాషల్లోకి అనువాదం :
అర్థం : ଓଜନରେ ଯେତିକି
							ఉదాహరణ : 
							ଗୋଟିଏ କିଲୋରେ କେବଳ ପାଞ୍ଚଟି ଆମ୍ବ ଆସିଲା
							
ఇతర భాషల్లోకి అనువాదం :