అర్థం : ଗାଈ-ମଇଁଷି ପାଳିବା ଓ ଦୁଧ ବିକିବା ଯେଉଁ ଜାତିର କାମ
							ఉదాహరణ : 
							ଔଦ୍ୟୋଗିକୀକରଣ କାରଣରୁ ଗୋପାଳ ଜାତି ନିଜ ପେଶାରୁ ଦୂରେଇ ଯାଉଛନ୍ତି
							
పర్యాయపదాలు : ଗଉଡ଼, ଗୋପାଳ, ବେହେରା
ఇతర భాషల్లోకి అనువాదం :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiఅర్థం : ଯେଉଁ ଛନ୍ଦର ପ୍ରତ୍ୟେକ ଚରଣରେ ଏଗାର ମାତ୍ରା ଏବଂ ଶେଷରେ ଜଗଣ ଥାଏ
							ఉదాహరణ : 
							ଏହି ପଦ ଆଭୀର ଛନ୍ଦର ଉଦାହରଣ
							
పర్యాయపదాలు : ଆଭୀର ଛନ୍ଦ
ఇతర భాషల్లోకి అనువాదం :
అర్థం : ଯେଉଁ ପ୍ରାଚୀନ ଜନପଦରେ ଗୋପ ଜାତିର ଲୋକେ ରହୁଥିଲେ
							ఉదాహరణ : 
							ଆଭୀର ଲୋକେ ସୁଖୀ ଏବଂ ସମ୍ପନ୍ନ ଥିଲେ
							
పర్యాయపదాలు : ଆଭୀର ଜନପଦ
ఇతర భాషల్లోకి అనువాదం :
A region marked off for administrative or other purposes.
district, dominion, territorial dominion, territoryఅర్థం : ଏକ ଯାଯାବର ଜନଜାତି
							ఉదాహరణ : 
							ଆଭୀର ଜନଜାତି ଉତ୍ତର-ପଶ୍ଚିମ ଭାରତରେ ଦେଖାଯାନ୍ତି
							
పర్యాయపదాలు : ଆଭୀର ଜନଜାତି
ఇతర భాషల్లోకి అనువాదం :