అర్థం : କାମ ବନ୍ଦ ହେବାର ସେହି ଦିନ, ଯେଉଁଦିନ ନିୟମିତ ରୂପରେ ଲୋକେ କାମରେ ଉପସ୍ଥିତ ରହନ୍ତି ନାହିଁ
							ఉదాహరణ : 
							ଭାରତ ସରକାର ରବିବାର ଦିନକୁ ଛୁଟି ଘୋଷିତ କରିଛନ୍ତି
							
పర్యాయపదాలు : ଛୁଟି
ఇతర భాషల్లోకి అనువాదం :
అర్థం : ଆରାମର ସମୟ
							ఉదాహరణ : 
							ଆପଣ ମୋ ସହିତ ଫୁରସତ୍ ବେଳେ ମିଶନ୍ତୁ
							
పర్యాయపదాలు : କାର୍ଯ୍ୟାବକାଶ, ଫୁରସତ୍, ବିରାମ ସମୟ, ବିଶ୍ରାମ ସମୟ
ఇతర భాషల్లోకి అనువాదం :
అర్థం : କୌଣସି ବିଶିଷ୍ଟ ସମୟ
							ఉదాహరణ : 
							ଏଠାରେ ପ୍ରତିବର୍ଷ ବିଜୟାଦଶମୀ ଅବସରରେ ରାମ ଲୀଳାର ଆୟୋଜନ କରାଯାଏ
							
పర్యాయపదాలు : ଅବସର
ఇతర భాషల్లోకి అనువాదం :
అర్థం : ଗୋଟିଏ ପ୍ରକାରର ଛନ୍ଦ
							ఉదాహరణ : 
							ଅବକାଶର ଏକ ଉତ୍ତମ ଉଦାହରଣ ହେଉଛି ଏହି କାବ୍ୟ ରଚନା
							
పర్యాయపదాలు : ଅବକାଶ ଛନ୍ଦ
ఇతర భాషల్లోకి అనువాదం :
అర్థం : ଫାଲୁତ ଅବା ଅତିରିକ୍ତ ସମୟ
							ఉదాహరణ : 
							କେଉଁଠାକୁ ଯିବା-ଆସିବା ପାଇଁ ମୋ ପାଖରେ ଅବକାଶ କାଇଁ
							
పర్యాయపదాలు : ଅତିରିକ୍ତ ସମୟ, ଫାଲୁତ ସମୟ, ବଳକା ସମୟ
ఇతర భాషల్లోకి అనువాదం :