అర్థం : କୌଣସି ବିଶେଷ ଅବସ୍ଥାରେ ପହଞ୍ଚିବା
							ఉదాహరణ : 
							ବାରମ୍ବାର ବ୍ୟବହାର ଯୋଗୁଁ ଏହି ମୋଜା ଢିଲା ହୋଇଗଲାଣି
							
పర్యాయపదాలు : ଉତ୍ପନ୍ନ ହେବା, ଘଟିବା, ପରିଣତ ହେବା, ସଂପାଦିତ ହେବା
ఇతర భాషల్లోకి అనువాదం :
Arrive at a certain condition through repeated motion.
The stitches of the hem worked loose after she wore the skirt many times.అర్థం : ସତ୍ତା, ଅସ୍ତିତ୍ୱ, ଉପସ୍ଥିତି ଆଦି ସୂଚିତ କରୁଥିବା ମୁଖ୍ୟ ଏବଂ ସବୁଠାରୁ ଅଧିକ ପ୍ରଚଳିତ କ୍ରିୟା
							ఉదాహరణ : 
							ରାମ ସେ କୋଠରୀରେ ଅଛି
							
ఇతర భాషల్లోకి అనువాదం :
सत्ता, अस्तित्व, उपस्थिति आदि सूचित करने वाली मुख्य और सबसे अधिक प्रचलित क्रिया या सत्ता, अस्तित्व, उपस्थिति आदि रूप में होना।
रमा उस कमरे में है।Happen, occur, take place.
I lost my wallet; this was during the visit to my parents' house.అర్థం : କୌଣସି ବିଶେଷ ଅବସ୍ଥାରେ ରହିବା ବା ବିଶେଷ ଅବସ୍ଥାର ହେବା
							ఉదాహరణ : 
							ଏଠାରେ ପାଗ ଅଧିକାଂଶ ସମୟ ଏକାଭଳି ରହେ  ଏଠାରେ ମେ-ଜୁନ ମାସରେ ବହୁତ ଗରମ ହୁଏ
							
పర్యాయపదాలు : ରହିବା
ఇతర భాషల్లోకి అనువాదం :
किसी विशेष अवस्था में होना या किसी विशेष अवस्था का होना।
यहाँ मौसम अधिकतर एक जैसा रहता है।అర్థం : ପ୍ରତିରୂପ ହେବା
							ఉదాహరణ : 
							ମାନସ ପୂରାପୂରି ନିଜ ମାଆ ପରି ହୋଇଛି
							
ఇతర భాషల్లోకి అనువాదం :
అర్థం : ସମ୍ବନ୍ଧ ବା ସଂପର୍କରେ କିଛି ହେବା
							ఉదాహరణ : 
							ମନୋଜ ସଂପର୍କରେ ମୋର ଦାଦା ହୁଅନ୍ତି
							
పర్యాయపదాలు : ଲାଗିବା, ସମ୍ପର୍କ ହେବା
ఇతర భాషల్లోకి అనువాదం :
అర్థం : କୌଣସି ସହାୟତା ବିନା ନିଜେନିଜେ ହୋଇଯିବା
							ఉదాహరణ : 
							ପବନ ଧିମା ହୋଇଗଲା
							
పర్యాయపదాలు : ଘଟିବା, ପରିଣତ ହେବା, ହୋଇଯିବା
ఇతర భాషల్లోకి అనువాదం :
Happen, occur, take place.
I lost my wallet; this was during the visit to my parents' house.అర్థం : ଘଟଣା ରୂପରେ ହେବା
							ఉదాహరణ : 
							ମୋ ଆଖି ସାମ୍ନାରେ ସେ ଦୁର୍ଘଟନା ଘଟିଲା
							
పర్యాయపదాలు : ଘଟିତ ହେବା, ଘଟିବା
ఇతర భాషల్లోకి అనువాదం :
Come to pass.
What is happening?.అర్థం : କାହାରି ସଙ୍ଗେ ବ୍ୟକ୍ତିଗତ ବା ବ୍ୟବସାୟିକ ସମ୍ବନ୍ଧ ରଖିବା
							ఉదాహరణ : 
							ଶ୍ୟାମାର ଜଣେ ପ୍ରେମିକ ରହିଛି  ତାର ଜଣେ ସହାୟକ ବି ଅଛନ୍ତି
							
పర్యాయపదాలు : ଘଟିବା, ଥିବା, ରହିବା, ସଂପର୍କ ଥିବା
ఇతర భాషల్లోకి అనువాదం :
Have a personal or business relationship with someone.
Have a postdoc.