అర్థం : ଯେଉଁଖାତାରେ ଲୋକମାନଙ୍କ ସଉଦାର ଅଲଗା ଅଲଗା ହିସାବ ରହେ
							ఉదాహరణ : 
							ଦୋକାନୀ ମୋ ହିସାବ କରିବାପାଇଁ ହିସାବଖାତା ବାହାରକଲା
							
పర్యాయపదాలు : ଖାତା
ఇతర భాషల్లోకి అనువాదం :
A record in which commercial accounts are recorded.
They got a subpoena to examine our books.అర్థం : ଯେଉଁ ଖାତାରେ ମାସିକ ଆୟବ୍ୟୟ ଲେଖାଯାଏ
							ఉదాహరణ : 
							ମୋ ହିସାବଖାତା କୁଆଡ଼େ ଗଲା?
							
ఇతర భాషల్లోకి అనువాదం :
A record in which commercial accounts are recorded.
They got a subpoena to examine our books.అర్థం : ଆୟ ବ୍ୟୟଆଦିର ହିସାବ ଲେଖାଯାଉଥିବା ପୁସ୍ତକ
							ఉదాహరణ : 
							ସେ ହିସାବଖାତା ଖୋଲି ଆୟ ବ୍ୟୟର ବିବରଣ ଦେଖୁଛି
							
పర్యాయపదాలు : ବହି, ବହିଖାତା, ଲେଖାବହି, ହିସାବ ବହି
ఇతర భాషల్లోకి అనువాదం :
A record in which commercial accounts are recorded.
They got a subpoena to examine our books.