అర్థం : ସେହି ସମୟ ଯେବେ ପୃଥିବୀର ଅଧିକାଂଶ ଭାଗ ବରଫରେ ଢାଙ୍କି ହୋଇଥିଲା
							ఉదాహరణ : 
							ହିମଯୁଗରେ ବରଫରେ ବାସ କରୁଥିବା ଜୀବଜନ୍ତୁ ହିଁ ଅଧିକ ଦେଖାଯାଉଥିଲେ
							
పర్యాయపదాలు : ବରଫ ଯୁଗ
ఇతర భాషల్లోకి అనువాదం :
Any period of time during which glaciers covered a large part of the earth's surface.
The most recent ice age was during the Pleistocene.