అర్థం : ଛଳ-କପଟ ବା ଅନ୍ୟ କୌଣସି ପ୍ରକାର ଅନାଚାର କରିବା ଅବସ୍ଥା ବା ଭାବ
							ఉదాహరణ : 
							ବେଇମାନୀ ଧନ କେବେ ରହେ ନାହିଁ
							
పర్యాయపదాలు : ଅନ୍ୟାଅର୍ଜିତ, ବେଇମାନୀ
ఇతర భాషల్లోకి అనువాదం :
అర్థం : ଯାହାର ଜନ୍ମ ଭିନ୍ନ-ଭିନ୍ନ ବର୍ଣ୍ଣ ବା ଜାତିର ବାପା ଓ ମାଆଙ୍କଠାରୁ ହୋଇଥାଏ
							ఉదాహరణ : 
							ଆମ ସମାଜରେ ବର୍ଣ୍ଣସଙ୍କରଙ୍କୁ ସହଜରେ ସ୍ୱୀକାର କରାଯାଏ ନାହିଁ
							
పర్యాయపదాలు : ଜାରଜ, ବର୍ଣ୍ଣସଙ୍କର, ସଙ୍କର, ହାରମଜାଦା
ఇతర భాషల్లోకి అనువాదం :
అర్థం : ନୀଚ ଓ ପାଜି
							ఉదాహరణ : 
							ସେ ଏକ ନମ୍ବରର ଲଫଙ୍ଗା
							
ఇతర భాషల్లోకి అనువాదం :