అర్థం : ଦୁଖ, ଅସନ୍ତୋଷ ବା ବିରୋଧ ପ୍ରକଟ କରିବାପାଇଁ କଳକାରଖାନାଗୁଡ଼ିକ, କାର୍ଯ୍ୟାଳୟଆଦିର କର୍ମଚାରୀ ବା ଜନସାଧାରଣଙ୍କ ଯିବାଆସିବା ତଥା ଦୋକାନବଜାର ବନ୍ଦ କରିଦେବା କ୍ରିୟା
							ఉదాహరణ : 
							ପରିବହନ ଉପରେ ହରତାଳର କୌଣସି ପ୍ରଭାବ ପଡ଼ିଲାନାହିଁ   ଠିକ୍ସମୟରେ ଦରମା ନ ମିଳିବାରୁ କର୍ମଚାରୀମାନେ ହରତାଳ କରିଦେଲେ
							
పర్యాయపదాలు : ଧର୍ମଘଟ
ఇతర భాషల్లోకి అనువాదం :
A group's refusal to work in protest against low pay or bad work conditions.
The strike lasted more than a month before it was settled.అర్థం : ହଳଦିଆ ରଙ୍ଗର ଏକ ଖଣିଜ ପଦାର୍ଥ
							ఉదాహరణ : 
							ଔଷଧରୂପେ ହରତାଳର ବ୍ୟବହାର କରାଯାଏ
							
ఇతర భాషల్లోకి అనువాదం :
అర్థం : ବିରୋଧ ବା ଅସନ୍ତୋଷ ପ୍ରକଟ କରିବାପାଇଁ ଭୋଜନ ନ କରିବା ପ୍ରକ୍ରିୟା
							ఉదాహరణ : 
							ନେତାମାନେ ନିଜର ଇଚ୍ଛା ପୂରଣ କରାଇବାପାଇଁ ଅନଶନରେ ବସିଛନ୍ତି
							
ఇతర భాషల్లోకి అనువాదం :
A voluntary fast undertaken as a means of protest.
hunger strike