అర్థం : କୌଣସି ବସ୍ତୁର ଉପର କିମ୍ବା ବାହାର ପାଖ
							ఉదాహరణ : 
							ଖରାରେ କୂଅର ଜଳ ସ୍ତର ଖସିଯାଏ
							
పర్యాయపదాలు : ତଳ
ఇతర భాషల్లోకి అనువాదం :
అర్థం : ଲୁଗାଆଦି ଉପରେ କରାଯାଉଥିବା ଏକ ପ୍ରସ୍ତ
							ఉదాహరణ : 
							ସେ ଲୁଗାଗୁଡ଼ିକୁ ଭାଙ୍ଗିକରି ସିନ୍ଦୁକରେ ରଖିଦେଲେ
							
ఇతర భాషల్లోకి అనువాదం :
అర్థం : କୌଣସି ସ୍ତର ଉପରେ ହୋଇଥିବା ଏକ ଅନ୍ୟ ସ୍ତର
							ఉదాహరణ : 
							ଆଜି ଦୁଧ ଉପରେ ସରର ଏକ ମୋଟା ସ୍ତର ଜମାହୋଇଛି
							
ఇతర భాషల్లోకి అనువాదం :
A relatively thin sheetlike expanse or region lying over or under another.
layerఅర్థం : ପ୍ରବଳତା, ମାତ୍ରା, ଗୁଣା ଆଦିର ମାନଦଣ୍ଡ ସମ୍ପର୍କରେ ଏକ ସ୍ଥିତି
							ఉదాహరణ : 
							ବିଶ୍ୱ ସ୍ତରରେ ଟେକନିକର ଉନ୍ନତି ବଡ଼ ଜୋରରେ ହେଉଛି
							
ఇతర భాషల్లోకి అనువాదం :