అర్థం : ସେହି ବ୍ୟକ୍ତି, ତତ୍ତ୍ୱ, ବା ତଥ୍ୟ ଯାହା କୌଣସି ସଂସ୍ଥା, କାମ, ବା ସିଦ୍ଧାନ୍ତ ଆଦିର ଆଧାର ରୂପରେ ଥାଏ
							ఉదాహరణ : 
							ମୋ ଶିକ୍ଷକ ଏହି ମହାବିଦ୍ୟାଳୟର ଏକ ସ୍ତମ୍ଭ
							
ఇతర భాషల్లోకి అనువాదం :
అర్థం : ସମ୍ବାଦ ପତ୍ରର ପୃଷ୍ଠା ,ସାରଣୀ ଆଦିରେ ଥିବା ସେହି ବିଭାଗ ଯେଉଁଥିରେ ଉପରୁ ତଳ ପର୍ଯ୍ୟନ୍ତ କିଛି ବିଶେଷ କଥା ,ଅଙ୍କ ଆଦି ଥାଏ
							ఉదాహరణ : 
							ଆପଣ କେଉଁ ସ୍ତମ୍ଭ ପଢ଼ୁଛନ୍ତି?
							
ఇతర భాషల్లోకి అనువాదం :