అర్థం : ସେନାର ପ୍ରଧାନ ଏବଂ ସବୁଠାରୁ ବଡ଼ ଅଧିକାରୀ
							ఉదాహరణ : 
							ମୋହନ ଜଣେ କୁଶଳ ସେନାପତି
							
పర్యాయపదాలు : ସେନାଧିପତି, ସେନାଧ୍ୟକ୍ଷ, ସେନାନାୟକ
ఇతర భాషల్లోకి అనువాదం :
सेना का प्रधान और सबसे बड़ा अधिकारी।
मोहन एक कुशल सेनापति है।The officer who holds the supreme command.
In the U.S. the president is the commander in chief.అర్థం : ଭାରତର ମଣିପୁର ରାଜ୍ୟର ଏକ ସହର
							ఉదాహరణ : 
							ବକ୍ତା ମହାଶୟ ସେନାପତି ସହରରୁ ଆସୁଛନ୍ତି
							
పర్యాయపదాలు : ସେନାପତି ସହର
ఇతర భాషల్లోకి అనువాదం :
అర్థం : ଧୃତରାଷ୍ଟ୍ରଙ୍କ ଜଣେ ପୁତ୍ର
							ఉదాహరణ : 
							ସେନାପତିଙ୍କ ବର୍ଣ୍ଣନା ଧାର୍ମିକ ଗ୍ରନ୍ଥରେ ମିଳେ
							
ఇతర భాషల్లోకి అనువాదం :
An imaginary being of myth or fable.
mythical beingఅర్థం : ଭାରତର ମଣିପୁର ରାଜ୍ୟର ଏକ ଜିଲ୍ଲା
							ఉదాహరణ : 
							ସେନାପତି ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ସେନାପତି ସହରରେ ଅବସ୍ଥିତ
							
పర్యాయపదాలు : ସେନାପତି ଜିଲ୍ଲା
ఇతర భాషల్లోకి అనువాదం :
भारत के मणिपुर राज्य का एक जिला।
सेनापति जिले का मुख्यालय सेनापति शहर में है।A region marked off for administrative or other purposes.
district, dominion, territorial dominion, territory