అర్థం : ଯାହାର ସ୍ୱଭାବ ଭଲ
							ఉదాహరణ : 
							ଶାନ୍ତ ବ୍ୟକ୍ତି ନିଜର ସ୍ୱଭାବଦ୍ୱାରା ସମସ୍ତଙ୍କ ହୃଦୟ ଜିତିପାରନ୍ତି
							
ఇతర భాషల్లోకి అనువాదం :
Having or showing a kindly or tender nature.
The gentle touch of her hand.అర్థం : ଅତ୍ୟନ୍ତ ସୁନ୍ଦର
							ఉదాహరణ : 
							ସୀତାର ପୁଅ ସୁଚାରୁ ଓ ସୁଶୀଳ
							
పర్యాయపదాలు : ଚାରୁବନ୍ତ, ଲାବଣ୍ୟବନ୍ତ, ସୁଚାରୁ
ఇతర భాషల్లోకి అనువాదం :
అర్థం : ଉଚ୍ଚ ଆଚାର-ବିଚାର ରଖିବା ଏବଂ ଭଲଲୋକଙ୍କ ସହ ବ୍ୟବହାର କରିବା ଲୋକ
							ఉదాహరణ : 
							ରାମ ଜଣେ ଭଦ୍ର ବ୍ୟକ୍ତି
							
పర్యాయపదాలు : ଭଦ୍ର, ଶାଳୀନ, ଶିଷ୍ଟ, ଶୀଳ, ସଭ୍ୟ, ସୁଶିକ୍ଷିତ
ఇతర భాషల్లోకి అనువాదం :
अच्छे आचरण और शुद्ध आचार-विचारवाला।
प्रभु श्रीराम एक आचारी पुरूष थे।అర్థం : ଭଲ ଚରିତ୍ର ବା ଭଲ ସ୍ୱଭାବର
							ఉదాహరణ : 
							ସଚରିତ୍ର ବ୍ୟକ୍ତି ହିଁ ସମାଜର ପ୍ରକୃତ କର୍ଣ୍ଣଧାର
							
పర్యాయపదాలు : ଚରିତ୍ରବାନ, ଶିଷ୍ଟାଚାରୀ, ସଚ୍ଚରିତ୍ର, ସଦାଚାରୀ
ఇతర భాషల్లోకి అనువాదం :
Morally excellent.
virtuousఅర్థం : ଯିଏ ସମସ୍ତଙ୍କ ସହିତ ଭଲ, ଉଚିତ୍ ଏବଂ ପ୍ରିୟ ବ୍ୟବହାର କରେ
							ఉదాహరణ : 
							ସଜ୍ଜନ ବ୍ୟକ୍ତି ସବୁ ପରିବେଶରେ ଅନ୍ୟ ସହିତ ଭଲ ବ୍ୟବହାର କରେ
							
ఇతర భాషల్లోకి అనువాదం :
Having an easygoing and cheerful disposition.
Too good-natured to resent a little criticism.