అర్థం : ଯେଉଁଥିରେ ସୁଗନ୍ଧ ଅଛି
							ఉదాహరణ : 
							ଗୋଲାପ ଗୋଟିଏ ସୁଗନ୍ଧିତ ପୁଷ୍ପ
							
పర్యాయపదాలు : ସୁଗନ୍ଧପୂର୍ଣ୍ଣ, ସୁବାସିତ, ସୁରଭିତ
ఇతర భాషల్లోకి అనువాదం :
అర్థం : ଯେ ଗନ୍ଧ ସହ ଯୁକ୍ତ
							ఉదాహరణ : 
							ମୋ ବଗିଚାରେ ଅନେକ ପ୍ରକାର ସୁଗନ୍ଧିତ ଫୁଲର ଗଛ ଅଛି
							
పర్యాయపదాలు : ଗନ୍ଧଯୁକ୍ତ, ବାସଯୁକ୍ତ, ବାସ୍ନାଯୁକ୍ତ
ఇతర భాషల్లోకి అనువాదం :
అర్థం : ସୁଗନ୍ଧିତ କରାଯାଇଥିବା
							ఉదాహరణ : 
							ବଜାରରେ ବିଭିନ୍ନ ପ୍ରକାରର କୃତ୍ରିମ ସୁବାସିତ ଫୁଲ ମିଳୁଛି
							
పర్యాయపదాలు : ସୁବାସିତ
ఇతర భాషల్లోకి అనువాదం :
అర్థం : ମାଟି ଉପରେ ବର୍ଷାର ପ୍ରଥମ ପାଣି ପଡ଼ିବା ବା ଭଜା ହୋଇଥିବା ବୁଟ,ବେସନ ଆଦିରୁ ବାହାରୁଥିବା(ସୁଗନ୍ଧ)
							ఉదాహరణ : 
							ବାସନ ପାଖରେ ପହଞ୍ଚିଲା ବେଳକୁ ସୁଗନ୍ଧିତ ମହକ ଆସିବାକୁ ଲାଗିଲା
							
ఇతర భాషల్లోకి అనువాదం :