అర్థం : ସଫେଦା ଆମ୍ବର ଗଛ
							ఉదాహరణ : 
							ଗତ ବର୍ଷ ସଫେଦା ଆମ୍ବ ଲଗା ଯାଇଥିଲା,ତାହା ବଢ଼ୁନାହିଁ
							
పర్యాయపదాలు : ପୁଂଡରୀକ, ପୁଂଡରୀକ ଆମ୍ବ, ପୁଣ୍ଡରୀକ, ପୁଣ୍ଡରୀକ ଆମ୍ବ, ସଫେଦା ଆମ୍ବ
ఇతర భాషల్లోకి అనువాదం :
Large evergreen tropical tree cultivated for its large oval fruit.
mangifera indica, mango, mango treeఅర్థం : ଗୋଟିଏ ପ୍ରକାରର ବହୁତ ଲମ୍ବା ଗଛ ଯାହାର କଢ଼ ଓ ଫଳରୁ ବାହାରୁଥିବା ସୁଗନ୍ଧିତ ତୈଳ ଔଷଧ ତିଆରି କାମରେ ଆସେ
							ఉదాహరణ : 
							ସେ ସଫେଦା ଉପରେ ଚଢ଼ିବାକୁ ଚେଷ୍ଟା କରୁଛି
							
పర్యాయపదాలు : ଗଂଧ ସଫେଦା, ଗନ୍ଧ ସଫେଦା
ఇతర భాషల్లోకి అనువాదం :
అర్థం : ଦସ୍ତା ଗୁଣ୍ଡ ଯାହାକୁ ଔଷଧ ରୂପେ ବ୍ୟବହାର କରାଯାଏ
							ఉదాహరణ : 
							ବୈଦ୍ୟ ବଜାରରୁ ସଫେଦା ମଗାଇଲେ
							
పర్యాయపదాలు : ଦସ୍ତାଗୁଣ୍ଡ
ఇతర భాషల్లోకి అనువాదం :
అర్థం : ଗୋଟିଏ ପ୍ରକାରର ବହୁତ ବଢ଼ିଆ ଆମ୍ବ
							ఉదాహరణ : 
							ସେ ଦୋକାନରୁ କିଲେ ସଫେଦା ଆମ୍ବ କିଣିଲେ
							
పర్యాయపదాలు : ପୁଣ୍ଡରୀକ, ସଫେଦା ଆମ୍ବ
ఇతర భాషల్లోకి అనువాదం :
Large oval tropical fruit having smooth skin, juicy aromatic pulp, and a large hairy seed.
mango