అర్థం : ବାଜା ବଜାଇକରି ଗାଇବା କାମରେ ବାଜା ବଜାଇକରି ବା ଗାଇକରି ସହାୟତା ଦେବାର କ୍ରିୟା
							ఉదాహరణ : 
							ବଇଁଶି ବାଦକ ପଣ୍ଡିତ ଚୌରାସିୟାଙ୍କ ସଙ୍ଗତ ପାଇଁ ତବଲାରେ ଉପସ୍ଥିତ ଉସ୍ତାଦ ଜାକିର ହୁସୈନ
							
ఇతర భాషల్లోకి అనువాదం :
అర్థం : ଏକା ସାଙ୍ଗରେ ରହିବା ପ୍ରକ୍ରିୟା
							ఉదాహరణ : 
							ଖରାପ ଲୋକଙ୍କ ସଂଗତି ଯୋଗୁଁ ରାମ ଖରାପ ହୋଇଗଲା
							
పర్యాయపదాలు : ସଂଗ, ସଂଗତି, ସଂସର୍ଗ
ఇతర భాషల్లోకి అనువాదం :
The state of being with someone.
He missed their company.అర్థం : କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍ ବା ମେଳ ରଖିବାବାଲା
							ఉదాహరణ : 
							ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍ ହୋଇଗଲେ
							
పర్యాయపదాలు : ଉଚିତ, ଉପଯୁକ୍ତ, ଠିକ୍, ଯଥାର୍ଥ, ଯଥୋଚିତ, ୱାଜିବ
ఇతర భాషల్లోకి అనువాదం :
Suitable for a particular person or place or condition etc.
A book not appropriate for children.