అర్థం : କାହା ପାଇଁ ଜାଗା ସୁରକ୍ଷିତ କରିବା
							ఉదాహరణ : 
							ନାଟକ ଦେଖିବା ନିମନ୍ତେ ସେ ମୋ ପାଇଁ ସିଟ ସଂରକ୍ଷଣ କଲେ
							
పర్యాయపదాలు : ଆରକ୍ଷଣ କରିବା
ఇతర భాషల్లోకి అనువాదం :
అర్థం : ଫଳଆଦି ସଢିବା ବା ଖରାପ ହେବାରୁ ରକ୍ଷାକରିବା
							ఉదాహరణ : 
							ଫଳଆଦିକୁ ଥଣ୍ଡା ଘରେ ସଂରକ୍ଷିତକରି ରଖନ୍ତୁ
							
పర్యాయపదాలు : ସଂରକ୍ଷିତକରି ରଖିବା, ସୁରକ୍ଷିତକରି ରଖିବା