అర్థం : ଶୁଭ ସୂଚକ ପରିଚାୟକ ହୋଇଥିବା ଶକୁନ
							ఉదాహరణ : 
							ରାମ ଜନ୍ମ ସମୟରେ ଅଯୋଧ୍ୟାରେ ଶୁଭ ଲକ୍ଷଣ ଦେଖାଯାଇଥିଲା
							
పర్యాయపదాలు : ଶୁଭ ଲକ୍ଷଣ, ଶୁଭ ସଙ୍କେତ
ఇతర భాషల్లోకి అనువాదం :
అర్థం : କୌଣସି ବିଶେଷ କାମର ଆରମ୍ଭରେ ଦେଖାଯାଉଥିବା ଶୁଭ କିମ୍ବା ଅଶୁଭ ଲକ୍ଷଣ
							ఉదాహరణ : 
							ସ୍ତ୍ରୀମାନଙ୍କର ବାମ ଆଖି ଡେଇଁବା ଶୁଭ ଲକ୍ଷଣ ଓ ପୁରୁଷମାନଙ୍କର ବାମ ଆକ୍ଷି ଡେଇଁବା ଅଶୁଭ ଲକ୍ଷଣ ଭାବେ ଗ୍ରହଣ କରାଯାଏ
							
పర్యాయపదాలు : ଭଲ ଲକ୍ଷଣ, ଶୁଭ ଲକ୍ଷଣ
ఇతర భాషల్లోకి అనువాదం :
A sign of something about to happen.
He looked for an omen before going into battle.