అర్థం : ଯେଉଁଥିରେ ସ୍ନେହ ବା ପ୍ରେମ ନାହିଁ
							ఉదాహరణ : 
							ତାର ଶୁଖିଲା ନିମନ୍ତ୍ରଣକୁ ମୁଁ ଅସ୍ୱୀକାର କଲି
							
పర్యాయపదాలు : ଆଦରବିହୀନ, ନୁଖୁରା, ପ୍ରେମଶୂନ୍ୟ, ସ୍ନେହ ରହିତ
ఇతర భాషల్లోకి అనువాదం :
అర్థం : ଯେଉଁଥିରୁ ଜୀବନୀ ଶକ୍ତିର ସୂଚକ ସତେଜତା ଚାଲିଯାଇଛି
							ఉదాహరణ : 
							ଶୁଖିଲା ଗଛ ଝଡ଼ରେ ଉପୁଡ଼ିଗଲା
							
పర్యాయపదాలు : ଶୁଷ୍କ
ఇతర భాషల్లోకి అనువాదం :