అర్థం : କୌଣସି ବିଶେଷ କାର୍ଯ୍ୟପାଇଁ କରାଯାଇଥିବା ସେହି ଆୟୋଜନ ଯେଉଁଥିରେ ଲୋକଙ୍କ ଅଂଶ ଗ୍ରହଣ କରିବା ଅପେକ୍ଷିତ ହୋଇଥାଏ
							ఉదాహరణ : 
							ଏହି ଶିବିର ଦୁଇ ଦିନ ଚାଲିବ
							
పర్యాయపదాలు : କ୍ୟାମ୍ପ
ఇతర భాషల్లోకి అనువాదం :
అర్థం : ସୈନିକମାନଙ୍କ ରହିବାପାଇଁ ସ୍ଥାନ
							ఉదాహరణ : 
							ଏହା ଗୋର୍ଖା ରେଜିମେଣ୍ଟର ଛାଉଣୀ
							
పర్యాయపదాలు : ଛାଉଣୀ, ସୈନିକ ଶିବିର
ఇతర భాషల్లోకి అనువాదం :
Temporary living quarters specially built by the army for soldiers.
Wherever he went in the camp the men were grumbling.అర్థం : ଗୋଟିଏ ଶିବିରରେ ଏକ ସାଥୀରେ ରହୁଥିବା ଲୋକସମୂହ
							ఉదాహరణ : 
							ଶ୍ୟାମର ଥଟ୍ଟାମଜା ଶୁଣି ସାରା ଶିବିର ହସରେ ଫାଟିପଡ଼ିଲା
							
ఇతర భాషల్లోకి అనువాదం :
అర్థం : ଏହି ସ୍ଥାନ ଯେଉଁଠି ଅସ୍ଥାୟୀ ଭାବରେ କେତେକ ଲୋକ କୌଣସି ବିଶେଷ କାର୍ଯ୍ୟ ବା ଉଦ୍ଦେଶ୍ୟରେ ମିଳିତ ହୋଇଥାନ୍ତି
							ఉదాహరణ : 
							ମୋତିଆବିନ୍ଦୁର ମାଗଣା ଚିକିତ୍ସା କରିବାପାଇଁ ଡାକ୍ତରମାନେ ଦଶଦିନିଆ ଶିବିରର ଆୟୋଜନ କରିଛନ୍ତି
							
ఇతర భాషల్లోకి అనువాదం :
A site where people on holiday can pitch a tent.
bivouac, campground, camping area, camping ground, camping site, campsite, encampment