అర్థం : ଏକ ଅଠାଳିଆ ପଦାର୍ଥ ଯାହାକୁ ବାଣୁଆ ପକ୍ଷୀ ଧରିବାପାଇଁ ତା ପରରେ ଲଗାଇବା ଉଦ୍ଦେଶ୍ୟରେ ତିଆରି କରିଥାଏ
							ఉదాహరణ : 
							ବାଣୁଆ ଚଢ଼େଇ ଧରିବାପାଇଁ ଅଠା ତିଆରି କରୁଛି
							
పర్యాయపదాలు : ଅଠା
ఇతర భాషల్లోకి అనువాదం :
वह लसदार पदार्थ जो बहेलिए चिड़ियाँ फँसाने के लिए उनके परों में लगाने के उद्देश्य से बनाते हैं।
बहेलिया चिड़िया फँसाने के लिए लासा बना रहा है।అర్థం : ମାଟି, ଲାଲରଙ୍ଗର ଚୂନରେ ପାଣି ମିଶେଇ ତିଆରି କରାଯାଉଥିବା ଏକ ପ୍ରକାର ଘୋଳା ଯାହାଦ୍ୱାରା ଇଟାଆଦି ଯୋଡ଼ାଯାଏ
							ఉదాహరణ : 
							ରାଜମିସ୍ତ୍ରୀ ମସଲାରେ କାନ୍ଥ ଯୋଡ଼ୁଛି
							
ఇతర భాషల్లోకి అనువాదం :
A strong hard building material composed of sand and gravel and cement and water.
concrete