అర్థం : ନିଜ ଅଧିକାର ଭୁକ୍ତ କରିବା
							ఉదాహరణ : 
							ଅଶୋକ କଳିଙ୍ଗ ଉପରେ ବିଜୟପ୍ରାପ୍ତିକଲେ
							
పర్యాయపదాలు : ପାଇବା, ପ୍ରାପ୍ତି କରିବା, ହାସଲ କରିବା
ఇతర భాషల్లోకి అనువాదం :
అర్థం : ଲାଭ ଉଠାଇବା
							ఉదాహరణ : 
							ଠିକାଦାରମାନେ ଶ୍ରମିକମାନଙ୍କ ପରିଶ୍ରମର ଲାଭ ଉଠାନ୍ତି
							
పర్యాయపదాలు : ଫାଇଦା ନେବା, ଲାଭ ଉଠାଇବା, ସୁଫଳ ପାଇବା
ఇతర భాషల్లోకి అనువాదం :
ऐसा काम करना जिससे लाभ हो।
ठेकेदार मजदूरों की मेहनत का लाभ उठाते हैं।అర్థం : କୌଣସି କାମଆଦିରେ ମୂଳ ଧନରୁ ଅଧିକ କମେଇବା
							ఉదాహరణ : 
							ସେ ଫଳ ବେପାରରୁ ବହୁତ ଲାଭ କରୁଅଛି
							
పర్యాయపదాలు : ଲାଭାନ୍ୱିତ ହେବା
ఇతర భాషల్లోకి అనువాదం :
किसी काम आदि में लागत से अधिक कमाना।
वह फल व्यापार के द्वारा बहुत ही लाभ कमाता है।