అర్థం : ଖାଦ୍ୟପଦାର୍ଥରେ ଏକ ବିଶେଷ ଧରଣର ସ୍ୱାଦ ପାଇବାପାଇଁ ଅଳ୍ପ ପରିମାଣରେ ପକାଯାଉଥିବା ଏକ ପ୍ରକାର କ୍ଷାର ପଦାର୍ଥ
							ఉదాహరణ : 
							ଲୁଣ ବ୍ୟଞ୍ଜନକୁ ସ୍ୱାଦିଷ୍ଟ କରେ
							
పర్యాయపదాలు : ଲୁଣ
ఇతర భాషల్లోకి అనువాదం :
White crystalline form of especially sodium chloride used to season and preserve food.
common salt, salt, table saltఅర్థం : ଏକ ଯୌଗିକ ଯାହା ଅମ୍ଳର ହାଇଡ୍ରୋଜେନ୍ ଧାତୁଦ୍ୱାରା ପ୍ରତିସ୍ଥାପନ ହେବା ପରେ ତିଆରି ହୋଇଥାଏ
							ఉదాహరణ : 
							ସୋଡ଼ା ଏକ ଲବଣ
							
ఇతర భాషల్లోకి అనువాదం :
A compound formed by replacing hydrogen in an acid by a metal (or a radical that acts like a metal).
salt