అర్థం : ଏକ ପ୍ରକାର ରାଗୁଆ ଫଳ ଯାହା ତରକାରୀରେ ମସଲା ଭାବେ ଉପଯୋଗ କରାଯାଏ
							ఉదాహరణ : 
							ତରକାରୀକୁ ରାଗୁଆ କରିବାପାଇଁ ଅଧିକ ଲଙ୍କା ପକେଇବା ଦରକାର
							
పర్యాయపదాలు : ଲଙ୍କାମରିଚ
ఇతర భాషల్లోకి అనువాదం :
అర్థం : ଭାରତର ଦକ୍ଷିଣରେ ଥିବା ଏକ ଦେଶ
							ఉదాహరణ : 
							ଶ୍ରୀଲଙ୍କା ଏକ ଛୋଟ ଦ୍ୱୀପ
							
పర్యాయపదాలు : ଶ୍ରୀଲଙ୍କା, ସିଂହଳ, ସିଂହଳଦ୍ୱୀପ, ସିଲୋନ୍
ఇతర భాషల్లోకి అనువాదం :
भारत के दक्षिण में स्थित एक देश। जिसकी राजधानी कोलम्बो व आधिकारिक भाषा सिंहली व तमिल हैं।
श्रीलंका एक छोटा द्वीप है।A republic on the island of Ceylon. Became independent of the United Kingdom in 1948.
ceylon, democratic socialist republic of sri lanka, sri lankaఅర్థం : ଏକ ଛୋଟ ଗଛ ଯାହାର କଟୁ ଫଳକୁ ତରକାରିରେ ମସଲାରୂପେ ବ୍ୟବହାର କରାଯାଏ
							ఉదాహరణ : 
							କୃଷକ ଖେତର ଲଙ୍କାରେ ପାଣି ଦେଉଛି
							
పర్యాయపదాలు : ଲଙ୍କାମରିଚ
ఇతర భాషల్లోకి అనువాదం :
అర్థం : ଏକ ପ୍ରକାର ରାଗଯୁକ୍ତ ଲାଲ ରଙ୍ଗର ଛୁଇଁ ଯାହା ତରକାରୀ ମସଲା ଭାବରେ ବ୍ୟବହ୍ରୁତ ହୋଇଥାଏ
							ఉదాహరణ : 
							ମାଂସରେ ଲଙ୍କା ଅଧିକ ହୋଇ ଯିବାରୁ ତାହା ବହୁତ ରାଗୁଆ ହୋଇଯାଇଛି
							
పర్యాయపదాలు : ଲଙ୍କା ମରିଚ
ఇతర భాషల్లోకి అనువాదం :
A ripe jalapeno that has been dried for use in cooking.
chipotle