అర్థం : ବସାଇବାର କ୍ରିୟା
							ఉదాహరణ : 
							ଯନ୍ତ୍ରପାତିର ଅଂଶକୁ ବସାଇବାପାଇଁ କାରିଗରକୁ ଅସୁବିଧା ହେଉଛି
							
ఇతర భాషల్లోకి అనువాదం :
అర్థం : କାର୍ଯ୍ୟରେ ସଂଲଗ୍ନ କରିବା
							ఉదాహరణ : 
							ଗୋଟିଏ ଏକର ବିଲ ଫସଲ କାଟିବା ନିମନ୍ତେ କୃଷକ ପାଞ୍ଚଜଣ ଲୋକଙ୍କୁ ଲଗାଇଲା
							
ఇతర భాషల్లోకి అనువాదం :
कार्य में संलग्न करना।
एक एकड़ खेत की फसल काटने के लिए किसान ने पाँच आदमियों को लगाया।అర్థం : ବ୍ୟବସ୍ଥା ବା ପ୍ରବନ୍ଧ କରିବା ବା ପ୍ରକ୍ରିୟାକୁ ଆଣିବା
							ఉదాహరణ : 
							ବାଜି ଲଗାନ୍ତୁ  ଘରକୁ ଫୋନ ଲଗାନ୍ତୁ
							
పర్యాయపదాలు : ଆୟୋଜନ କରିବା, ପ୍ରବନ୍ଧ କରିବା, ବନ୍ଦୋବସ୍ତ କରିବା, ବ୍ୟବସ୍ଥା କରିବା
ఇతర భాషల్లోకి అనువాదం :
అర్థం : ମେହେନ୍ଦୀ,ହଳଦି,ପାନ ଆଦି ଭଳି ରଙ୍ଗହେବା
							ఉదాహరణ : 
							ସେ ହାତରେ ମେହେନ୍ଦୀ ଲଗାଇଛି
							
పర్యాయపదాలు : ଚିତ୍ରିତ କରିବା, ରଞ୍ଜେଇବା
ఇతర భాషల్లోకి అనువాదం :
అర్థం : କାହା ଉପରେ ଦୋଷଆଦି ବଳପୁର୍ବକ ଲଦିଦେବା
							ఉదాహరణ : 
							ସେ ତାର ଦୋଷ ମୋ ଉପରେ ଲଦିଦେଲା
							
ఇతర భాషల్లోకి అనువాదం :
అర్థం : ନିବେଶ କରିବା
							ఉదాహరణ : 
							ସେ ତାର ଅନେକ ଟଙ୍କା ଶେୟାରରେ ଲଗାଇଛି
							
పర్యాయపదాలు : ଖଟାଇବା, ନିବେଶ କରିବା
ఇతర భాషల్లోకి అనువాదం :
అర్థం : ଦୁଇଟି ବା କେତୋଟି ବସ୍ତୁର ଅଂଶକୁ ସିଲେଇକରି,ମିଳାଇ, ଲଗାଇ ବା ଅନ୍ୟ ଉପାୟଦ୍ୱାରା ଗୋଟିଏ କରିବା
							ఉదాహరణ : 
							ବଢ଼େଇ ଟେବୁଲ୍ର ଭାଙ୍ଗିଯାଇଥିବା ଗୋଡ଼କୁ ଜୋଡ଼ୁଛି
							
ఇతర భాషల్లోకి అనువాదం :
అర్థం : କୌଣସି ନିୟତ ଜାଗରେ ପହଞ୍ଚିବା
							ఉదాహరణ : 
							ଡ୍ରାଇଭର ଗାଡ଼ିକୁ  ବସ ଷ୍ଟାଣ୍ଡ୍ରେ ଲଗାଇଲା
							
ఇతర భాషల్లోకి అనువాదం :
అర్థం : କାହାକୁ ଆଘାତ ବା ବ୍ୟଥା ଦେବା
							ఉదాహరణ : 
							ସେ ମୋତେ କଲମ ମୁନରେ ଆଘାତ କଲା
							
పర్యాయపదాలు : ଆଘାତ କରିବା, ଖେଞ୍ଚିବା, ଫୋଡ଼ିବା
ఇతర భాషల్లోకి అనువాదం :