అర్థం : ଏହି ଖଜଣା ବା କର ଯାହା ପଥିକମାନଙ୍କଠାରୁ କୌଣସି ବିଶେଷ ରାସ୍ତାରେ ଚାଲିବା ବାବଦକୁ ନିଆଯାଇଥାଏ ବା କୌଣସି ବିଶେଷ ରାସ୍ତାର ଉପଯୋଗ କରିବା ବାବଦକୁ ନିଆଯାଇଥାଏ
							ఉదాహరణ : 
							ପଥକର ଦେଇ ଆପଣ ଏହି ରାସ୍ତାରେ ଯାଇ ପାରିବେ
							
పర్యాయపదాలు : ପଥ ଶୁଳ୍କ, ପଥକର, ବାଟକର
ఇతర భాషల్లోకి అనువాదం :
A fee levied for the use of roads or bridges (used for maintenance).
toll