అర్థం : କୌଣସି ସ୍ତ୍ରୀ କୌଣସି ପୁରୁଷ ପାଖରେ ଯାଇ ରହିବା
							ఉదాహరణ : 
							ଶୀଲା ମୋହନ ଘରେ  ରହିଗଲାଣି
							
ఇతర భాషల్లోకి అనువాదం :
అర్థం : ଚାଲୁଥିବା କୌଣସି କାମ ବନ୍ଦ ହୋଇଯିବା ବା ଅଟକି ଯିବା
							ఉదాహరణ : 
							ବିଜୁଳି ଚାଲିଯିବା କାରଣରୁ କିଛି କାମ ରହିଗଲା
							
ఇతర భాషల్లోకి అనువాదం :
అర్థం : ଖରାପ ନ ହେବା
							ఉదాహరణ : 
							ଫ୍ରିଜରେ  ଜିନିଷ ବେଶି ଦିନ ପର୍ଯ୍ୟନ୍ତ ରହେ ପୁରି ଦୁଇ ଦିନ ପର୍ଯ୍ୟନ୍ତ ନିଶ୍ଚୟ ରହିଯିବ
							
పర్యాయపదాలు : ରହିବା
ఇతర భాషల్లోకి అనువాదం :
అర్థం : ସମ୍ପୂର୍ଣ୍ଣ ଆଦାୟ ନହେବା
							ఉదాహరణ : 
							ହଜାରରୁ ଶହେ ଟଙ୍କା ରହିଗଲା
							
ఇతర భాషల్లోకి అనువాదం :
అర్థం : କୌଣସି କାରଣରୁ କିଛି କାମ ନହେଇପାରିବା
							ఉదాహరణ : 
							ପରୀକ୍ଷାରେ ମୋର ଦୁଇଟି ପ୍ରଶ୍ନ ରହିଗଲା ଟ୍ରାଫିକରେ ଅଟକିଯିବା କାରଣରୁ ମୋର ଟ୍ରେନ ଛାଡ଼ି ଦେଲା
							
పర్యాయపదాలు : ଛାଡ଼ିଦେବା
ఇతర భాషల్లోకి అనువాదం :