అర్థం : ଭଣ୍ଡାରରେ ରଖିବା
							ఉదాహరణ : 
							ସେ ଧାନକୁ କୋଠିରେ ଭରିଲେ
							
పర్యాయపదాలు : ଗଚ୍ଛିତ କରିବା, ଭରିବା
ఇతర భాషల్లోకి అనువాదం :
Keep or lay aside for future use.
Store grain for the winter.అర్థం : କୌଣସି ସ୍ଥାନରେ ବା ବସ୍ତୁ ଆଦିରେ ରଖା ହୋଇଥିବା ପଦାର୍ଥ ଆଦିକୁ ଅନ୍ୟ ଜାଗାରେ ବା ବସ୍ତୁ ଆଦିରେ ରଖିବା
							ఉదాహరణ : 
							ଏହି ଗରାର ପାଣିକୁ ଅନ୍ୟ ଗରାରେ ଢାଳିଦିଅ
							
పర్యాయపదాలు : ଢାଳିବା, ଭର୍ତ୍ତି କରିବା
ఇతర భాషల్లోకి అనువాదం :
అర్థం : କାହାର ହାତରେ ଦେବା ବା ରଖିବା
							ఉదాహరణ : 
							ରାମୁ ବଳଦର ଦଉଡ଼ି ମୋ ହାତରେ ଧରାଇଲା
							
పర్యాయపదాలు : ଧରାଇବା
ఇతర భాషల్లోకి అనువాదం :
అర్థం : ସ୍ଥିତ କରିବା
							ఉదాహరణ : 
							ସିନ୍ଦୁକରେ ମୂଲ୍ୟବାନ ଜିନିଷ ଯତ୍ନରେ ରଖାଯାଏ
							
ఇతర భాషల్లోకి అనువాదం :
అర్థం : ମନରେ ସବୁବେଳେ ରାଗଆଦି ବଜାୟ ରଖିବା
							ఉదాహరణ : 
							ମନରେ ଆଦୌ ରାଗ ରଖ ନାହିଁ
							
ఇతర భాషల్లోకి అనువాదం :
అర్థం : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
							ఉదాహరణ : 
							କୋଠରୀକୁ ସଫା ରଖ  ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
							
పర్యాయపదాలు : ଚଳାଇବା, ଧାରଣ କରିବା, ନିର୍ବାହ କରିବା, ସ୍ଥାପନ କରିବା
ఇతర భాషల్లోకి అనువాదం :
किसी निश्चित या विशेष स्थिति आदि में रखना।
कमरे को साफ रखो।అర్థం : ନିଜେ ସୁରକ୍ଷାରେ ରଖିବା ବା ଅଧିକାରକୁ ଆଣିବା
							ఉదాహరణ : 
							ପଡ଼ୋଶୀଙ୍କ ଗହଣା ମୁଁ ନିଜ ପାଖରେ ରଖିଛି  ସେ ଗୋଟେ ଗାଈ ରଖିଛି
							
ఇతర భాషల్లోకి అనువాదం :
అర్థం : କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା
							ఉదాహరణ : 
							ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା
							
పర్యాయపదాలు : ପାଇବା, ପ୍ରାପ୍ତହେବା, ମିଳିବା
ఇతర భాషల్లోకి అనువాదం :
* किसी परीक्षा आदि में एक निश्चित अंक पाना या मूल्याकंन किया जाना।
इस परीक्षा में उसने अच्छे अंक पाए।Achieve a certain score or rating on a test.
She tested high on the LSAT and was admitted to all the good law schools.అర్థం : କାମରେ ଲଗେଇବା
							ఉదాహరణ : 
							ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
							
పర్యాయపదాలు : କାମ ଦେବା, ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ଭର୍ତ୍ତି କରିବା
ఇతర భాషల్లోకి అనువాదం :
काम पर लगाना।
इस काम के लिए उसने सात आदमियों को नियुक्त किया।అర్థం : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
							ఉదాహరణ : 
							ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
							
ఇతర భాషల్లోకి అనువాదం :
అర్థం : ରହିବାକୁ ସ୍ଥାନ ଦେବା
							ఉదాహరణ : 
							ଅତିଥିମାନଙ୍କୁ ଘରେ ରଖାଯାଏ
							
పర్యాయపదాలు : ଆଶ୍ରୟ ଦେବା
ఇతర భాషల్లోకి అనువాదం :
అర్థం : ମନରେ ଧାରଣ କରିବା ବା ଜ୍ଞାନ, ଗୁଣଆଦି ଯୁକ୍ତହେବା
							ఉదాహరణ : 
							ସେ ବିଜ୍ଞାନ ବିଷୟରେ ବହୁତ ଖବର ରଖୁଛି
							
ఇతర భాషల్లోకి అనువాదం :