అర్థం : ମିଥିଳା ଦେଶର ଭାଷା
							ఉదాహరణ : 
							ସେମାନେ ଘରେ ମୈଥିଳୀ ହିଁ କହନ୍ତି
							
పర్యాయపదాలు : ମୈଥିଳୀ ଭାଷା
ఇతర భాషల్లోకి అనువాదం :
అర్థం : ରାଜା ଜନକଙ୍କର କନ୍ୟା ତଥା ରାମଙ୍କର ପତ୍ନୀ
							ఉదాహరణ : 
							ସୀତା ଜଣେ ଆଦର୍ଶ ପତ୍ନୀ ଥିଲେ  ସୀତାଙ୍କୁ ଜଗତଜନନୀ ଜଗଦମ୍ବାଙ୍କର ରୂପ ବୋଲି ବିଚାର କରାଯାଏ
							
పర్యాయపదాలు : ଅବନୀସୁତା, ଜନକ ସୁତା, ଜାନକୀ, ବୈଦେହୀ, ଭୂମିଜା, ଭୂମିପୁତ୍ରୀ, ସୀତା
ఇతర భాషల్లోకి అనువాదం :
राजा जनक की पुत्री तथा राम की पत्नी।
सीता एक आदर्श पत्नी थीं।Wife of the Hindu god Rama. Regarded as an ideal of womanhood.
sitaఅర్థం : ମିଥିଳା ଅଞ୍ଚଳର ନିବାସୀ
							ఉదాహరణ : 
							କେତେକ ମୈଥିଳୀ ମୋର ଭଲ ବନ୍ଧୁ
							
ఇతర భాషల్లోకి అనువాదం :
అర్థం : ମିଥିଳା କ୍ଷେତ୍ରର ବା ତା ସହିତ ସମ୍ବନ୍ଧିତ
							ఉదాహరణ : 
							ସେ ମୈଥିଳୀ ଲୋକଗୀତ ବହୁତ ଭଲ ଗାଏ
							
ఇతర భాషల్లోకి అనువాదం :
मिथिला क्षेत्र का या वहाँ के निवासी, भाषा, संस्कृति इत्यादि से संबंधित।
वह मैथिल लोकगीत बहुत अच्छा गाती है।అర్థం : ମୈଥିଳୀ ଭାଷାର ବା ତା ସହିତ ସମ୍ବନ୍ଧିତ
							ఉదాహరణ : 
							ଏହା ମୈଥିଳୀ କବିତାଗୁଚ୍ଛର ପୁସ୍ତକ
							
ఇతర భాషల్లోకి అనువాదం :
मिथिला का या वहाँ के निवासी, भाषा, संस्कृति इत्यादि से संबंधित।
यह मैथिली कविताओं की पुस्तक है।అర్థం : ମିଥିଳା ଅଞ୍ଚଳରେ ରହୁଥିବା ବ୍ୟକ୍ତି
							ఉదాహరణ : 
							ସେ ଜଣେ ମୈଥିଳୀ ବ୍ରାହ୍ମଣ