అర్థం : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ
							ఉదాహరణ : 
							ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
							
ఇతర భాషల్లోకి అనువాదం :
అర్థం : ଯେତିକି ବସ୍ତୁ ମୁଠାଭିତରେ ରହିପାରିବ
							ఉదాహరణ : 
							ସେ ତିନି ଚାରି ମୁଠା ଚାଉଳ ବାହାରକରି ଭିକାରୀକୁ ଦେଲେ
							
పర్యాయపదాలు : ମୁଠି
ఇతర భాషల్లోకి అనువాదం :
అర్థం : ଚାପିବା, କଷିବା ଆଦିର ଉପକରଣ
							ఉదాహరణ : 
							ବହିବନ୍ଧାଳୀ ଚାପୁଆଣିରେ ଚାପି ବହିର ପୃଷ୍ଠା କାଟେ
							
పర్యాయపదాలు : ଚାପୁଆଣି
ఇతర భాషల్లోకి అనువాదం :
అర్థం : ଧରିବାର କାର୍ଯ୍ୟ
							ఉదాహరణ : 
							ତାର ମୁଠା ଢିଲା ହେବାରୁ ମାଛ ପାଣିକୁ ଡେଇଁ ପଡ଼ିଲା
							
ఇతర భాషల్లోకి అనువాదం :