అర్థం : ସତ କହିବାପାଇଁ ଶପଥକରି ମଧ୍ୟ ମିଛ କହିବାର ପ୍ରକ୍ରିୟା
							ఉదాహరణ : 
							ଆଜିକାଲି କେତେକ ସାକ୍ଷୀ ତାଙ୍କ ଇଜ୍ଜତ ବିକ୍ରିକରି ମିଛସାକ୍ଷୀ ଦିଅନ୍ତି
							
పర్యాయపదాలు : କୂଟ ସାକ୍ଷ୍ୟ, ମିଛସାକ୍ଷୀ, ମିଥ୍ୟାସାକ୍ଷୀ
ఇతర భాషల్లోకి అనువాదం :
सच बोलने की कसम खाकर भी झूठ बोलने की क्रिया।
आजकल कुछ गवाह अपने ईमान को बेचकर दरोगहलफी करते हैं।