అర్థం : ତେଲ ନିମନ୍ତେ ସୁଭାଷିତ
							ఉదాహరణ : 
							ଲଣ୍ଠନର ମସଲା ଖତମ ହୋଇଗଲାଣି
							
ఇతర భాషల్లోకి అనువాదం :
అర్థం : କୌଣସି କାମ,କଥା ଆଦିର ଆଧାର
							ఉదాహరణ : 
							ମଜା କରିବାପାଇଁ ଆଜି ଆପଣଙ୍କୁ ଭଲ ମସଲା ମିଳି ଗଲା
							
ఇతర భాషల్లోకి అనువాదం :
అర్థం : ମାଟି, ଲାଲରଙ୍ଗର ଚୂନରେ ପାଣି ମିଶେଇ ତିଆରି କରାଯାଉଥିବା ଏକ ପ୍ରକାର ଘୋଳା ଯାହାଦ୍ୱାରା ଇଟାଆଦି ଯୋଡ଼ାଯାଏ
							ఉదాహరణ : 
							ରାଜମିସ୍ତ୍ରୀ ମସଲାରେ କାନ୍ଥ ଯୋଡ଼ୁଛି
							
ఇతర భాషల్లోకి అనువాదం :
A strong hard building material composed of sand and gravel and cement and water.
concreteఅర్థం : କୌଣସି ବିଶେଷ କାର୍ଯ୍ୟପାଇଁ ତିଆରି କରାଯାଇଥିବା ଔଷଧ ବା ରସାୟନିକ ଦ୍ରବ୍ୟର ମିଶ୍ରଣ
							ఉదాహరణ : 
							ଏହି ଢୋଲର ମସଲା ପଡ଼ିଯାଇଛି
							
ఇతర భాషల్లోకి అనువాదం :
किसी विशेष कार्य के लिए बनाया हुआ औषधियों या रासायनिक द्रव्यों का मिश्रण।
इस ढोल का मसाला गिर गया है।అర్థం : କିଛି ଖାଦ୍ୟ ବା ପାନୀୟ ପଦାର୍ଥ ଆଦିକୁ ଅଧିକ ସ୍ୱାଦିଷ୍ଟ,ଗୁଣକାରୀ ଆଦି କରିବା ପାଇଁ ଆବଶ୍ୟକ ପଦାର୍ଥ
							ఉదాహరణ : 
							ଆଜିକାଲି ପ୍ରତ୍ୟେକ ଜିନିଷ ତିଆରି କରିବା ପାଇଁ ପ୍ରସ୍ତୁତ ମସଲା ମିଳୁଛି
							
ఇతర భాషల్లోకి అనువాదం :
कुछ खाद्य या पेय पदार्थों आदि को अधिक स्वादिष्ट, गुणकारी आदि बनाने के लिए प्रयुक्त मिश्रित पदार्थ।
आजकल हर चीज बनाने के लिए तैयार मसाले मिलते हैं।అర్థం : କିଛି ଖାଦ୍ୟ, ପେୟଆଦି ପଦାର୍ଥକୁ ସ୍ୱାଦିଷ୍ଟ ଓ ଗୁଣକାରୀ କରିବାପାଇଁ ସେଥିରେ ପକାଯାଉଥିବା ବୃକ୍ଷରୁ ଜାତ କିଛି ଜିନିଷ
							ఉదాహరణ : 
							ଜାୟତ୍ରୀ,ଜାଇଫଳ,ଜିରାଆଦି ମସଲାର ପର୍ଯ୍ୟାୟରେ ଯାଏ  ମସଲା ପକାଇଲେ ଖାଦ୍ୟ ସ୍ୱାଦିଷ୍ଟ ହୁଏ
							
ఇతర భాషల్లోకి అనువాదం :
कुछ खाद्य, पेय आदि पदार्थों को स्वादिष्ट, गुणकारी आदि बनाने के लिए उसमें डाला जाने वाला किसी वनस्पति का कोई भाग।
जावित्री,जायफल,जीरा आदि मसाले हैं।Any of a variety of pungent aromatic vegetable substances used for flavoring food.
spice