అర్థం : ମଙ୍ଗଳ କାର୍ଯ୍ୟ ବା ବୋହୂ ଆଦି ଘରକୁ ଆସିବା ଅବସରରେ ଯେଉଁ ମିଠେଇ, ଫଳ ଆଦି ବନ୍ଧୁବାନ୍ଧବଙ୍କ ଘରକୁ ପଠାଯାଏ
							ఉదాహరణ : 
							ବାରିକାଣୀ ଘରଘର ବୁଲି ଭାର ବାଣ୍ଟୁଛି
							
ఇతర భాషల్లోకి అనువాదం :
అర్థం : କୌଣସି କାମ, ବିଷୟ ବା କଥାପାଇଁ ନିଆଯାଇଥିବା ଭାର
							ఉదాహరణ : 
							ଏହି କାମ କରିବାପାଇଁ କିଏ ଦାୟିତ୍ୱ ନେବ?
							
ఇతర భాషల్లోకి అనువాదం :
किसी कार्य, विषय या बात का लिया जाने वाला भार।
इस काम को करने की जिम्मेदारी कौन लेगा?అర్థం : କାହାରି ରକ୍ଷଣାବେକ୍ଷଣରେ ରହିବା ତଥା ତାଙ୍କପାଇଁ ଉପଯୋଗୀ ନହେବାର ଅବସ୍ଥା
							ఉదాహరణ : 
							କର୍ମହୀନ ବ୍ୟକ୍ତି ପୃଥିବୀପାଇଁ ଭାର ହୋଇଥାଏ
							
పర్యాయపదాలు : ବୋଝ
ఇతర భాషల్లోకి అనువాదం :
An onerous or difficult concern.
The burden of responsibility.అర్థం : କୌଣସି କାର୍ଯ୍ୟ, ବ୍ୟବସ୍ଥା ଆଦିର ପ୍ରବନ୍ଧ ଏବଂ ଏହାର ସଂଚାଳନ କରିବା ପ୍ରକ୍ରିୟା
							ఉదాహరణ : 
							ଝାନସୀ ରାଜାଙ୍କ ମୃତ୍ୟୁପରେ ରାଣୀ ଲକ୍ଷ୍ମୀବାଈ ରାଜ୍ୟର ଶାସନ ବ୍ୟବସ୍ଥା ନିଜହାତକୁ ନେଲେ
							
పర్యాయపదాలు : ଦାୟିତ୍ୱ, ପରିଚାଳନା କାର୍ଯ୍ୟ, ଶାସନ ବ୍ୟବସ୍ଥା
ఇతర భాషల్లోకి అనువాదం :
అర్థం : ଭାର ବୋହିବାର ଏକ ରୀତି ଯେଉଁଥିରେ ଗୋଟିଏ ବାଡ଼ିର ଦୁଇ ପଟେ ଶିକା ଝୁଲିଥାଏ
							ఉదాహరణ : 
							ଶ୍ରବଣ କୁମାର ତାଙ୍କ ଅନ୍ଧ ମାତାପିତାଙ୍କୁ ଭାରରେ ବସାଇ ତୀର୍ଥଯାତ୍ରା କରାଇଥିଲେ
							
పర్యాయపదాలు : ବାହୁଙ୍ଗି
ఇతర భాషల్లోకి అనువాదం :
Support consisting of a wooden frame across the shoulders that enables a person to carry buckets hanging from each end.
yoke