అర్థం : ଭବିଷ୍ୟତର କଥା କହିବାଲୋକ
							ఉదాహరణ : 
							ସେହି ଭବିଷ୍ୟବକ୍ତାଙ୍କ ଭବିଷ୍ୟବାଣୀ ଠିକ୍ ପ୍ରମାଣିତ ହେଲା
							
ఇతర భాషల్లోకి అనువాదం :
भविष्य की बात बतानेवाला।
उस भविष्यवक्ता की भविष्यवाणी सही साबित हुई।అర్థం : ଜ୍ୟୋତିଷଶାସ୍ତ୍ର, ବିଶେଷତଃ ଫଳିତ ଜ୍ୟୋତିଷର ଜ୍ଞାତା
							ఉదాహరణ : 
							ସେ ଏକ କୁଶଳ ଜ୍ୟୋତିଷ
							
పర్యాయపదాలు : ଆଗାମୀବକ୍ତା, ଗଣକ, ଜ୍ୟୋତିର୍ବିଦ୍, ଜ୍ୟୋତିଷ, ଜ୍ୟୋତିଷଜ୍ଞ, ଜ୍ୟୋତିଷଶାସ୍ତ୍ରଜ୍ଞ
ఇతర భాషల్లోకి అనువాదం :
ज्योतिषशास्त्र, विशेषतः फलित ज्योतिष का ज्ञाता।
वह एक कुशल ज्योतिषी है।Someone who predicts the future by the positions of the planets and sun and Moon.
astrologer, astrologistఅర్థం : ଭବିଷ୍ୟତ ଘଟଣାବଳୀ ବିଷୟରେ ଜାଣିପାରୁଥିବା ବ୍ୟକ୍ତି
							ఉదాహరణ : 
							ପଣ୍ଡିତ ଶିବଶଙ୍କର ଜଣେ ବଖ୍ୟାତ ଭବିଷ୍ୟବକ୍ତା
							
ఇతర భాషల్లోకి అనువాదం :
भविष्य में घटने वाली बातों को जानने वाला व्यक्ति।
वे अपना भविष्य जानने के लिए आगमजानी के पास गए हैं।అర్థం : ଯେ ଭବିଷ୍ୟତରେ ଘଟିବାକୁ ଯାଉଥିବା କଥାକୁ ଜାଣିପାରେ
							ఉదాహరణ : 
							ମୋହନ ଜଣେ ଭବିଷ୍ୟଜ୍ଞାତା ପଣ୍ଡିତଙ୍କ ସହ ନିଜ ଭବିଷ୍ୟତ ବିଷୟରେ ପଚାରୁଥିଲା
							
పర్యాయపదాలు : ଭବିଷ୍ୟଜ୍ଞାତା
ఇతర భాషల్లోకి అనువాదం :
भविष्य में घटने वाली बातों को जानने वाला।
मोहन एक आगमजानी पंडित से अपने भविष्य के बारे में पूछ रहा है।