అర్థం : ଟଙ୍କାପଇସାଆଦି ବଦଳାଇବା
							ఉదాహరణ : 
							ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ
							
పర్యాయపదాలు : ଖୁଚୁରାନଥିବା, ବଦଳାଇବା, ଭାଙ୍ଗିବା
ఇతర భాషల్లోకి అనువాదం :
అర్థం : କାନ୍ଥ,ଘର ଆଦି ଅନ୍ୟ କାହାଦ୍ୱାରା ଭଙ୍ଗାଇବା ବା ଧ୍ୱସ୍ତ କରାଇବା
							ఉదాహరణ : 
							ଠିକାଦାର ବଡ଼ ଅଟ୍ଟାଳିକା ଗଢ଼ିବାପାଇଁ ଗରିବମାନଙ୍କର ଘରକୁ ଭଙ୍ଗାଇଦେଲା
							
పర్యాయపదాలు : ଧ୍ୱଂସ କରାଇବା, ଧ୍ୱସ୍ତ କରାଇବା, ନଷ୍ଟ କରାଇବା, ଭଗ୍ନ କରାଇବା
ఇతర భాషల్లోకి అనువాదం :
అర్థం : ବଡ଼ ମୁଦ୍ରା ବା ନୋଟକୁ ସେହି ମୂଲ୍ୟର ଛୋଟଛୋଟ ମୁଦ୍ରା ବା ନୋଟରେ ବଦଳାଇବା
							ఉదాహరణ : 
							ରହିମ ରିକ୍ସାଭଡ଼ା ଦେବାପାଇଁ ଶହେ ଟଙ୍କା ଭଙ୍ଗାଇଲା
							
ఇతర భాషల్లోకి అనువాదం :
అర్థం : ଟଙ୍କା,ନୋଟ ଆଦିକୁ ଛୋଟ ମୁଦ୍ରା ବା ଟଙ୍କାରେ ପରିଣତ କରିବା
							ఉదాహరణ : 
							ରିକ୍ସାବାଲାକୁ ପଇସା ଦେବାପାଇଁ ସେ ପାଞ୍ଚଶହ ଟଙ୍କିଆ ନୋଟକୁ ଭଙ୍ଗାଇଲା
							
పర్యాయపదాలు : ଖୁଚୁରାକରାଇବା, ରେଜାକରାଇବା
ఇతర భాషల్లోకి అనువాదం :