అర్థం : ପୂର୍ବ ଅବସ୍ଥାରୁ ଭଲ କିମ୍ବା ଉଚ୍ଚ ଅବସ୍ଥାଆଡ଼କୁ ବଢ଼ିବା
							ఉదాహరణ : 
							ସେ ବ୍ୟବସାୟରେ ଦିନକୁଦିନ ଉନ୍ନତି କରୁଛି
							
పర్యాయపదాలు : ଉନ୍ନତ ହେବା, ଉନ୍ନତି କରିବା, ବିକାଶ କରିବା
ఇతర భాషల్లోకి అనువాదం :
पहले की अवस्था से अच्छी या ऊँची अवस्था की ओर बढ़ना।
उसका व्यापार दिन-प्रतिदिन उन्नत हो रहा है।అర్థం : ଇଚ୍ଛା ପ୍ରବଳ ହେବା
							ఉదాహరణ : 
							ଆଜିକାଲି ଶ୍ୟାମର ସଉକ ଚଢିଛି
							
పర్యాయపదాలు : ଚଢିବା, ପ୍ରବଳ ହେବା
ఇతర భాషల్లోకి అనువాదం :
అర్థం : ବଢ଼ିବା କ୍ରିୟା
							ఉదాహరణ : 
							ଆଜିକାଲି ସମାଜରେ ଅପରାଧ ବଢ଼ୁଛି  ଅପରାଧଗୁଡ଼ିକର ସଂଖ୍ୟା ବୃଦ୍ଧି ହେଉଛି
							
పర్యాయపదాలు : ବୃଦ୍ଧିହେବା
ఇతర భాషల్లోకి అనువాదం :
बढ़ने की क्रिया होना।
आजकल समाज में अपराध बढ़ रहे हैं।అర్థం : ବିସ୍ତାର ବା ପରିଣାମରୁ ଅଧିକ ହେବା ବା ବୃଦ୍ଧି ପାଇବା
							ఉదాహరణ : 
							ଠିକ୍ ଭାବେ ଦେଖାଶୁଣା କଲେ ଛୋଟ ଚାରାଗଛଗୁଡ଼ିକ ଶୀଘ୍ର ବଢ଼େ
							
పర్యాయపదాలు : ବଢ଼ିଯିବା
ఇతర భాషల్లోకి అనువాదం :
Increase in size by natural process.
Corn doesn't grow here.