అర్థం : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
							ఉదాహరణ : 
							ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
							
పర్యాయపదాలు : ଅବିମିଶ୍ରିତ, ଅମିଶ୍ରିତ, ଅସଲି, ଖାଣ୍ଟି, ବିଶୁଦ୍ଧ, ଶୁଦ୍ଧ
ఇతర భాషల్లోకి అనువాదం :
Free of extraneous elements of any kind.
Pure air and water.అర్థం : ଦେଖିବାରେ ଭଲ ଏବଂ ସୁନ୍ଦର ଲାଗିବା
							ఉదాహరణ : 
							ଆଜିର ପାଗ ବହୁତ ବଢ଼ିଆ
							
పర్యాయపదాలు : ଭଲ, ମନୋରମ, ସୁନ୍ଦର
ఇతర భాషల్లోకి అనువాదం :
Having great beauty and splendor.
A glorious spring morning.అర్థం : ଯାହା ଭଲ ଭାବରେ ପରିଣାମ ରୂପରେ ହୋଇଥାଏ ବା ଆସେ
							ఉదాహరణ : 
							ଏହା ଭଲ କଥା ଯେ ମୁଁ ସେଠାରେ ନଥିଲି ଏହା ଭଲ କଥା ଯେ ଆପଣଙ୍କୁ କେହି ଦେଖି ନାହିଁ
							
పర్యాయపదాలు : ଭଲ
ఇతర భాషల్లోకి అనువాదం :
అర్థం : ବହୁତ ବଢ଼ିଆ
							ఉదాహరణ : 
							ଆପଣ ମୋତେ ବହୁତ ଭଲ ସମ୍ବାଦ ଦେଲେ
							
పర్యాయపదాలు : ଅତିଉତ୍ତମ, ବହୁତ ଭଲ, ଭଲ
ఇతర భాషల్లోకి అనువాదం :
Very good. Of the highest quality.
Made an excellent speech.అర్థం : ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
							ఉదాహరణ : 
							ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
							
ఇతర భాషల్లోకి అనువాదం :
Having desirable or positive qualities especially those suitable for a thing specified.
Good news from the hospital.అర్థం : ଭଲ ଭାବରେ ବା ଯାହା ପ୍ରଶଂସାର ଯୋଗ୍ୟ
							ఉదాహరణ : 
							ଆଜି ସଚିନ୍ ଭଲ ଖେଳିଲା
							
పర్యాయపదాలు : ଭଲ
ఇతర భాషల్లోకి అనువాదం :
अच्छी तरह से या ऐसा जो प्रशंसा के योग्य हो।
आज सचिन ने अच्छा खेला।