అర్థం : ଉପରେ ବିସ୍ତାର ହେବା ବା ବ୍ୟାପ୍ତହେବା
							ఉదాహరణ : 
							ତେଲବୁନ୍ଦାଗୁଡ଼ିକ ପାଣିଉପରେ ବିସ୍ତାରିତ ହେଉଛି
							
పర్యాయపదాలు : ଖେଳେଇ ହେବା, ପ୍ରସାରିତ ହେବା, ବିସ୍ତାରିତ ହେବା
ఇతర భాషల్లోకి అనువాదం :
* में या ऊपर फैलना या व्याप्त होना।
तेल की बूँदें जल के ऊपर फैल रहीं हैं।అర్థం : ଦୂରତା, ସ୍ଥାନ, ସମୟ ଆଦିର ଅନ୍ତରାଳ ବା ବ୍ୟବଧାନରେ ବିସ୍ତାରହେବା
							ఉదాహరణ : 
							ଭାରତ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପିଛି
							
పర్యాయపదాలు : ବିସ୍ତାରିତ ହେବା, ବିସ୍ତୃତହେବା, ବ୍ୟାପିବା
ఇతర భాషల్లోకి అనువాదం :
* दूरी, जगह, समय आदि का अंतराल या फासले में फैला होना।
भारत काश्मीर से कन्याकुमारी तक फैला हुआ है।