అర్థం : କୌଣସି ନାମରେ ଜଣାଯିବା
							ఉదాహరణ : 
							ଲୋକ ଗାନ୍ଧୀଙ୍କୁ ବାପୁ ମଧ୍ୟ କହନ୍ତି
							
పర్యాయపదాలు : କହିବା
ఇతర భాషల్లోకి అనువాదం :
అర్థం : ମୁହଁରେ ବ୍ୟକ୍ତ ଏବଂ ସ୍ପଷ୍ଟ ଧ୍ୱନି ବାହାରିବା
							ఉదాహరణ : 
							ସୀମା ‘ଡ’ କୁ ‘ର’ କହେ
							
పర్యాయపదాలు : ଉଚ୍ଚାରଣ କରିବା, ଉଚ୍ଚାରିବା, କହିବା
ఇతర భాషల్లోకి అనువాదం :
అర్థం : କାହାରି ବିଷୟରେ ନିଶ୍ଚିତତା ଓ ଆତ୍ମବିଶ୍ୱାସ ସହିତ କିଛି ସକାରାତ୍ମକ ବିବରଣୀ ଦେବା
							ఉదాహరణ : 
							ସେ ଭଲଲୋକ ନୁହେଁ ବୋଲି ମୁଁ ତୁମକୁ କହିଥିଲି
							
పర్యాయపదాలు : କହିବା, ବିବରଣୀଦେବା, ବ୍ୟକ୍ତକରିବା, ସ୍ପଷ୍ଟକରିବା
ఇతర భాషల్లోకి అనువాదం :