అర్థం : କୌଣସି ବିଶିଷ୍ଟ ସ୍ଥାନରେ ଶବ୍ଦଦ୍ୱାରା ବ୍ୟବହୃତ କଥନ ପ୍ରକାର ଯାହାର ବ୍ୟବହାର ବିଶେଷକରି କଥାବାର୍ତ୍ତାରେ ହିଁ ହୁଏ
							ఉదాహరణ : 
							ଆମ ଅଞ୍ଚଳର ଉପଭାଷା ସମ୍ବଲପୁରୀ
							
పర్యాయపదాలు : ଉପଭାଷା
ఇతర భాషల్లోకి అనువాదం :
किसी विशिष्ट स्थान के शब्दों का बना वह कथन-प्रकार जिसका व्यवहार विशेषकर बात-चीत में ही होता है।
हमारे क्षेत्र की बोली भोजपुरी है।అర్థం : ମନୁଷ୍ୟ ମୁହଁରୁ ବାହାରୁଥିବା ସାର୍ଥକ ଶବ୍ଦ
							ఉదాహరణ : 
							ଏଭଳି ବଚନ କୁହ ଯାହା ଅନ୍ୟକୁ ଭଲ ଲାଗିବ
							
పర్యాయపదాలు : କଥା, ବଚନ, ବାକ୍ୟ, ବାଣୀ
ఇతర భాషల్లోకి అనువాదం :
(language) communication by word of mouth.
His speech was garbled.