అర్థం : ହାତ ବା ଯନ୍ତ୍ରରେ କିଛି ସୂତା ତଳ ଉପର କରି କୌଣସି ବସ୍ତୁ ତିଆରି କରିବା
							ఉదాహరణ : 
							ସୀତା ତା ପିଲାପାଇଁ ଗୋଟିଏ ସୋଏଟର ବୁଣୁଛି
							
ఇతర భాషల్లోకి అనువాదం :
हाथ या यंत्रों से कुछ सूतों को ऊपर और कुछ को नीचे से निकालकर कोई चीज़ बनाना।
सीता अपने बच्चे के लिए एक स्वेटर बुन रही है।అర్థం : ଫସଲ ଉପୁଜାଇବାପାଇଁ ଖେତରେ ମଞ୍ଜି ଛାଟିବା ବା ଫିଙ୍ଗିବା
							ఉదాహరణ : 
							କୃଷକଟି ଖେତରେ ଧାନ ବୁଣୁଛି
							
పర్యాయపదాలు : ବପନ କରିବା
ఇతర భాషల్లోకి అనువాదం :
उपजाने के लिए खेत में बीज छिड़कना या बिखेरना।
किसान खेत में गेहूँ बो रहा है।అర్థం : ହାତଦ୍ୱାରା ଖେତରେ ମଞ୍ଜିକୁ ଛାଟି ବା ଫିଙ୍ଗି ବୁଣିବା
							ఉదాహరణ : 
							କୃଷକଟି ଖେତରେ ମଞ୍ଜି ବୁଣୁଛି
							
పర్యాయపదాలు : ଛାଟିବା, ବପନକରିବା, ବିକ୍ଷିପ୍ତକରିବା
ఇతర భాషల్లోకి అనువాదం :
అర్థం : ଏପାଖ ସେପାଖ ଖେଳେଇବା
							ఉదాహరణ : 
							ଶିକାରୀ ଗଛ ତଳେ ଦାନା ବୁଣିଲେ
							
పర్యాయపదాలు : ଖେଳେଇବା, ଛିଞ୍ଚିବା, ବିକୀର୍ଣ୍ଣ କରିବା
అర్థం : କୌଣସି କଥାର ସୂତ୍ରପାତ କରିବା
							ఉదాహరణ : 
							ଛାଡ଼ପତ୍ର ଦେଇଥିବା ମହିଳା ନିଜ ପିଲା ମନରେ ସେମାନଙ୍କର ବାପ ପ୍ରତି ଘୃଣାର ବୀଜ ବୁଣିଲା
							
ఇతర భాషల్లోకి అనువాదం :
किसी बात का सूत्रपात करना।
तलाक़शुदा औरत ने अपने बच्चे के मन में उसके पिता के प्रति घृणा के बीज बोए।