అర్థం : ଇଆଡୁ ସେଆଡୁ କଥା କହି ଚିନ୍ତିତ ଓ ଦୁଃଖି ବ୍ୟକ୍ତିର ମନକୁ ଭୁଲାଇବା ବା ସାନ୍ତ୍ୱନା ଦେବା
							ఉదాహరణ : 
							ଭେଣ୍ଡାପୁଅର ମୃତ୍ୟୁରେ ସେ ସଂତପ୍ତ ପରିବାରକୁ ସହୋଦର ଭଳି ସାନ୍ତ୍ୱନା ଦେଉଥିଲା
							
పర్యాయపదాలు : ସାନ୍ତ୍ୱନା ଦେବା
ఇతర భాషల్లోకి అనువాదం :
इधर-उधर की बातें करके चिंतित या दुःखी व्यक्ति का मन दूसरी ओर ले जाना या धीरज दिलाना।
जवान बेटे की मौत से संतप्त परिवार को सगे-संबंधी सांत्वना दे रहे थे।అర్థం : ବୁଝିବା କାମ ଅନ୍ୟ କାହାଦ୍ୱାରା କରାଇବା
							ఉదాహరణ : 
							ଗଣିତ ପ୍ରଶ୍ନ ମୁଁ ବୁଝାଇ ପାରିଲି ନାହିଁ,ତେବେ  ଅନ୍ୟ ଅଧ୍ୟାପକଙ୍କଦ୍ୱାରା ବୁଝାଇଲି
							
పర్యాయపదాలు : ଉପଲବ୍ଧି କରାଇବା, ବିବେଚନା କରାଇବା
ఇతర భాషల్లోకి అనువాదం :
అర్థం : କଣ କରିବା ଭଲ ସେ ବିଷୟରେ କାହାରିକୁ ଉପଦେଶ ଦେବା
							ఉదాహరణ : 
							ମା ପୁଅକୁ ତାର ଖରାପଗୁଣ ଛାଡ଼ିବାପାଇଁ ବୁଝାଇଲେ
							
పర్యాయపదాలు : ଉପଦେଶ ଦେବା
ఇతర భాషల్లోకి అనువాదం :
किसी को यह बताना कि क्या करना अच्छा है।
माँ ने उसे बहुत समझाया,पर उसने एक न सुनी।అర్థం : ଏମିତି କଥା କହିବା ଯାହାକୁ କେହିବି ବୁଝିପାରିବ
							ఉదాహరణ : 
							ସେ ପଥଭ୍ରଷ୍ଟ ପିଲାଙ୍କୁ ବୁଝାଉଛନ୍ତି
							
ఇతర భాషల్లోకి అనువాదం :
అర్థం : ମିଠାମିଠା କଥା କହି ସନ୍ତୁଷ୍ଟ ବା ଅନୁକୂଳ କରିବା
							ఉదాహరణ : 
							ମା କାନ୍ଦୁଥିବା ପିଲାଟିକୁ ମିଠେଇ ଦେଇ ବୁଝାଉଥିଲେ
							
పర్యాయపదాలు : ଆହ୍ଲାଦିତ କରିବା, ପ୍ରବୋଧିତ କରିବା, ବହଲାଇବା
ఇతర భాషల్లోకి అనువాదం :