అర్థం : ନିଦରେ ବା ବେହୋସ ଅବସ୍ଥାରେ କହିବାର ପ୍ରକ୍ରିୟା
							ఉదాహరణ : 
							ଅପାର ବିଳିବିଳେଇବା ଶୁଣି ମୁଁ ଡରିଗଲି
							
ఇతర భాషల్లోకి అనువాదం :
అర్థం : ନିଦ ବା ଅଚେତରେ କଥାବାର୍ତ୍ତା କରିବା
							ఉదాహరణ : 
							ସୁମନର ଜେଜେମା ରାତିରେ ଶୋଇଲାବେଳେ ବିଳିବିଳାନ୍ତି
							
పర్యాయపదాలు : ବାଉଳିଚାଉଳିହେବା, ବିଳିବିଳିହେବା
ఇతర భాషల్లోకి అనువాదం :